Get Updates
Get notified of breaking news, exclusive insights, and must-see stories!

Hardik Pandya: ଆଇପିଏଲ ୨୦୨୫ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ ହାର୍ଦ୍ଦିକ ପାଣ୍ଡ୍ୟା

ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୮ ବର୍ଷ ପରେ ଘରୋଇ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ବର୍ଷ ସେ ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୪-୨୫ରେ ବରୋଦା ଦଳ ପାଇଁ ଖେଳିବେ। ଏହି ଟୁର୍ନାମେଣ୍ଟ ନଭେମ୍ବର ୨୩ରୁ ଆରମ୍ଭ ହେବ, ଯାହା ଆଇପିଏଲ ୨୦୨୫ ମେଗା ନିଲାମ ପୂର୍ବରୁ ହେଉଛି। ଜାନୁଆରୀ ୨୦୧୬ରେ ବରୋଦା ଉତ୍ତରପ୍ରଦେଶ ବିପକ୍ଷରେ ଫାଇନାଲ ଖେଳିଥିବା ବେଳେ ହାର୍ଦ୍ଦିକ ଶେଷ ଥର ପାଇଁ ସୟଦ ମୁସ୍ତାକ ଅଲି ଟ୍ରଫି ଖେଳିଥିଲେ। ଏହା ପରେ ସେ ଭାରତ ପାଇଁ ଟି -୨୦ ଡେବ୍ୟୁ କରିଥିଲେ ଏବଂ ଆଉ ଏହି ଟୁର୍ନାମେଣ୍ଟରେ ଖେଳି ନ ଥିଲେ ।

Hardik Pandya

ଏଥର ବରୋଦାର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ ହାତରେ ରହିବ। ଗତ ସିଜନରେ କ୍ରୁନାଲ ବରୋଦାକୁ ଫାଇନାଲକୁ ନେଇଥିଲେ, କିନ୍ତୁ ଦଳ ପଞ୍ଜାବ ପାଖରୁ ୨୦ ରନରେ ହରିଯାଇଥିଲା। ହାର୍ଦ୍ଦିକଙ୍କ ଦଳକୁ ଫେରିବା ପରେ ବରୋଦାର ଶକ୍ତି ବୃଦ୍ଧି ପାଇବ। ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି -୨୦ ସିରିଜରେ ହାର୍ଦ୍ଦିକ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+