ହାର୍ଦ୍ଦିକ ପାଣ୍ତ୍ୟା ପୁଅ ସହ ସେଲିବ୍ରେଟ୍ କଲେ ବିଜୟ ଉତ୍ସବ: ପତ୍ନୀ ନତାଶା ଆସିଲେ ନାହିଁ ନଜର, ଫ୍ୟାନ୍ସ କଲେ ଏପରି ପ୍ରଶ୍ନ

Hardik Pandya: ଦୀର୍ଘ 17 ବର୍ଷ ପରେ ଭାରତ ଟି -20 ବିଶ୍ୱକପ ଜିତିଛି । ବର୍ତ୍ତମାନ ସବୁଠି ଏହି ବିଶ୍ୱ ବିଜେତାଙ୍କ ଚର୍ଚ୍ଚା ଏବଂ ପ୍ରଶଂସା । ଟିମ୍ ଇଣ୍ଡିଆ ପାଇଁ ଉତ୍ସବ ଜାରି ରହିଛି, ଏବଂ ସେଲିବ୍ରେସନ ମଧ୍ୟ ଲାଗିରହିଛି । ଭାରତୀୟ ଦଳ ଭାରତ ଫେରିଛି ଏବଂ ଏଭଳି ପରିସ୍ଥିତିରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଘରେ ବିଜୟ ଉତ୍ସବ ପାଳନ କରିଛନ୍ତି।

ସେ ପୁଅ Agastya'ଙ୍କ ସହ ନିଜ ଖୁସି ସେଲିବ୍ରେଟ୍ କରିଛନ୍ତି । ଯାହା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ପତ୍ନୀ ନତାଶା ଷ୍ଟାନକୋଭିକ୍ କେଉଁଠି ଦେଖିବା ପାଇଁ ମିଳିନଥିଲା ।

ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଇନଷ୍ଟାଗ୍ରାମରେ ପୁଅଙ୍କ ସହ ଅନେକ ଫଟୋ ଏବଂ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ପାର୍ଟି ତାଙ୍କ ଘରେ ଆୟୋଜିତ ହୋଇଥିଲା । ଏହି ପୋଷ୍ଟର କ୍ୟାପସନରେ କ୍ରିକେଟର ପୁଅକୁ ନିଜର ସବୁକିଛି ବୋଲି କହିଛନ୍ତି। ସେ ଲେଖିଛନ୍ତି- ମୋର ନମ୍ବର 1...ମୁଁ ଯାହାବି କରେ, ତୁମ ପାଇଁ କରେ ।

Hardik Pandya

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ସେଲିବ୍ରେସନରେ ପତ୍ନୀ ନତାଶାଙ୍କୁ କେଉଁଠି ଦେଖିବା ପାଇଁ ମିଳିନଥିଲା । ଯେଉଁଥି ପାଇଁ ବର୍ତ୍ତମାନ ପୁଣି ତାଙ୍କ ଡିଭୋର୍ସ ଖବର ଚର୍ଚ୍ଚାକୁ ଆସିଛି ।

ସୋସିଆଲ ମିଡିଆରେ ନତାଶା କାହାଁନ୍ତି ବୋଲି ଅନେକ ୟୁଜର୍ସ ପ୍ରଶ୍ନ କରିଛନ୍ତି । ଏପରି ଅନେକ କମେଣ୍ଟ ଦେଖିବା ପାଇଁ ମିଳୁଛି । ଜଣେ ପ୍ରଶଂସକ ଲେଖିଛନ୍ତି ଲାଗୁଛି ଗୁଜବ ସତ୍ୟ.... ଅନ୍ୟ ଜଣେ ପ୍ରଶଂସକ ଏହି ଦମ୍ପତିଙ୍କ ପାଇଁ ପ୍ରାର୍ଥନା କରିଥିଲେ, ସେ ଲେଖିଛନ୍ତି- 'ମୁଁ ଆଶା କରେ ତୁମ ସମ୍ପର୍କ ଠିକ୍ ଥାଉ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+