ମ୍ୟାଚ୍‌ ପଡିଆରେ ଚାଲିଗଲା ଜୀବନ: ୩୪ ବର୍ଷୀୟ କ୍ରିକେଟର କେ. ହୋୟସଲାଙ୍କ ହାର୍ଟ ଆଟାକ୍‌ରେ ମୃତ୍ୟୁ

Former Karnataka junior cricketer K. Hoysala passed away: କ୍ରିକେଟ୍‌ ଖେଳୁ ଖେଳୁ ଚାଲିଗଲା ଜୀବନ । ପିଚରେ ଖେଳୁଥିବା ସମୟରେ ହୃଦଘାତରେ ଚାଲିଗଲା ୩୪ ବର୍ଷୀୟ କ୍ରିକେଟ୍ କେ.ହୋୟସଲାଙ୍କ ଜୀବନ । ଯାହା ପରେ କ୍ରିଡ଼ା ଜଗତରେ ଶୋକର ଲହରି ଖେଳିଯାଇଛି ।

ସୂଚନା ଅନୁସାରେ, ବେଙ୍ଗାଲୁରୁର ଆର୍‌ଏସ୍‌ଆଇ କ୍ରିକେଟ ଗ୍ରାଉଣ୍ଡରେ ଏଜିସ୍‌ ସାଉଥ ଜୋନ୍‌ ଟୁର୍ଣ୍ଣାମେଣ୍ଟ ଚାଳିଥିଲା । ଯେଉଁଥିରେ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ମ୍ୟାଚ୍ ଥିଲା ଏବଂ ତାମିଲନାଡୁକୁ ହରାଇଥିଲା କର୍ଣ୍ଣାଟକର ହୋଇଥିଲା ବିଜୟ । ଯାହା ପରେ କର୍ଣ୍ଣାଟକର ଖେଳାଳିମାନେ ବିଜୟ ଉତ୍ସବକୁ ସେଲିବ୍ରେଟ୍ କରିଥିଲେ । ଗୋଟେ ପଟେ ଉତ୍ସାହର ମୋହଲ ଥିବା ବେଳେ ଅନ୍ୟପଟେ ହୋୟସଲାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା ।

 K. Hoysala passed away

କେହି କିଛି ବୁଝିବା ପୂର୍ବରୁ ପଡିଆରେ ଟଳି ପଡିଥିଲେ ହୋୟସଲା । ତାଙ୍କୁ ତୁରନ୍ତ ବେଙ୍ଗାଲୁରୁ ୱରିଙ୍ଗ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରକାଶ ପାଇବା ପରେ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+