ପୁରୀ ସମୁଦ୍ରରେ ବୁଡ଼ିଗଲେ ପୂର୍ବତନ କ୍ରିକେଟରଙ୍କ ବଡ଼ଭାଇ ଓ ଭାଉଜ

ପୁରୀ ସମୁଦ୍ରରେ ବୁଡ଼ିଗଲେ ଗାଙ୍ଗୁଲିଙ୍କ ଭାଇ-ଭାଉଜ। ପୁରୀ ସମୁଦ୍ରରେ ଓଲଟିପଡ଼ିଥିଲା ସ୍ପିଡ୍ ବୋଟ୍। ଉଭୟଙ୍କୁ ଉଦ୍ଧାର କରିଥିଲେ ଲାଇଫ୍ ଗାର୍ଡ। ସ୍ପିଡ୍ ବୋଟରେ ଥିଲେ ୪ ଜଣ ପର୍ଯ୍ୟଟକ। ହେଲେ ମହିଳା ଓ ପୁରୁଷ ଜଣକ କିଏ ଜଣା ପଡିନଥିଲା।

Puri sea

ହେଲେ ଆଜି ଏହି ଘଟଣା ସାମ୍ନାକୁ ଆସିଛି କି, ଗତକାଲି ପୁରୀ ବେଳଭୂମିରେ ଓ୍ୱାଟର ସ୍ପୋଟର୍ସ ଆକ୍ଟିଭିଟି ବେଳେ ଦୁର୍ଘଟଣାର ଶିକାର ହୋଇଥିବା ମହିଳା ଓ ପୁରୁଷ ଦୁଇଜଣ ହେଉଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ଓ ଭାଉଜ।

ଅଳ୍ପକେ ରକ୍ଷା ପାଇଲେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ଓ ଭାଉଜ। ଗତକାଲି ପୁରୀ ବେଳାଭୂମିରେ ସ୍ପିଡ୍ ବୋଟରେ ଘଟିଥିଲା ଦୁର୍ଘଟଣା। ସମୁଦ୍ର ଭିତରୁ ଯାଇ ଉଦ୍ଧାର କଲେ ଘରୋଇ ଲାଇଫଗାର୍ଡ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+