Get Updates
Get notified of breaking news, exclusive insights, and must-see stories!

ଜଙ୍ଗଲ ବିଭାଗର 'ଥାର୍‌' କିଣା ଓ ମୋଡିଫିକେସନ୍‌ର ହେବ ସ୍ୱତନ୍ତ୍ର ଅଡିଟ୍

ଜଙ୍ଗଲ ବିଭାଗର 'ଥାର୍‌' କିଣା ଓ ମୋଡିଫିକେସନ୍‌ର ହେବ ସ୍ୱତନ୍ତ୍ର ଅଡିଟ୍ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସୂଚନା। PCCFଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯିବ ସ୍ୱତନ୍ତ୍ର ଅଡିଟ୍ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ୭ କୋଟି ଟଙ୍କାରେ ୫୧ଟି ଥାର୍ କିଣିଥିଲା ଜଙ୍ଗଲ ବିଭାଗ। ହେଲେ ମୋଡିଫିକେସନରେ ଖର୍ଚ୍ଚ ହୋଇଥିଲା ୫ କୋଟି ଟଙ୍କା । ଓଟିଭିରେ ଖବର ପ୍ରସାରଣ ପରେ ସ୍ୱତନ୍ତ୍ର ଅଡିଟ୍ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ।

Forest Department
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+