ଫିଫା ବିଶ୍ୱକପ: ଇତିହାସ ରଚିଲେ ମେସି, 'ଗୋଲଡେନ୍ ବୁଟ୍' ଦୌଡରେ ଆଗରେ...
ଫିଫା ବିଶ୍ୱକପ 2022 ର ଅନ୍ତିମ ମ୍ୟାଚରେ ଆର୍ଜେଣ୍ଟିନାର ମହାନ ଫୁଟବଲର ତଥା ଅଧିନାୟକ ଲିଓନେଲ ମେସି ଇତିହାସ ସୃଷ୍ଟି କରିଛନ୍ତି । ଲିଓନେଲ ମେସି ଫିଫା ବିଶ୍ୱକପ 2022 ଫାଇନାଲରେ ଫ୍ରାନ୍ସ ବିପକ୍ଷରେ ଗୋଲ ସ୍କୋର କରିବା ମାତ୍ରେ ବ୍ରାଜିଲର ମହାନ ଫୁଟବଲର ପେଲେଙ୍କ ଏକ
Lionel Messi Record: ଫିଫା ବିଶ୍ୱକପ 2022 ର ଅନ୍ତିମ ମ୍ୟାଚରେ ଆର୍ଜେଣ୍ଟିନାର ମହାନ ଫୁଟବଲର ତଥା ଅଧିନାୟକ ଲିଓନେଲ ମେସି ଇତିହାସ ସୃଷ୍ଟି କରିଛନ୍ତି । ଲିଓନେଲ ମେସି ଫିଫା ବିଶ୍ୱକପ 2022 ଫାଇନାଲରେ ଫ୍ରାନ୍ସ ବିପକ୍ଷରେ ଗୋଲ ସ୍କୋର କରିବା ମାତ୍ରେ ବ୍ରାଜିଲର ମହାନ ଫୁଟବଲର ପେଲେଙ୍କ ଏକ ବଡ଼ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଫ୍ରାନ୍ସ ବିପକ୍ଷ ଫାଇନାଲ ମ୍ୟାଚରେ ଗୋଲ ସ୍କୋର କରିବା ମାତ୍ରେ ଲିଓନେଲ ମେସି ଫିଫା ବିଶ୍ୱକପ ଇତିହାସରେ ନିଜର 12 ଗୋଲ ପୂରଣ କରିଛନ୍ତି ।

ଉଲ୍ଲେଖଥାଉ କି, ଲିଓନେଲ ମେସି ବୋଧହୁଏ କତାରରେ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣମେଣ୍ଟ ଖେଳୁଛନ୍ତି । ଲିଓନେଲ ମେସି ବର୍ତ୍ତମାନ ପର୍ଯ୍ୟନ୍ତ ଫିଫା ବିଶ୍ୱକପରେ 20 ଗୋଲରେ ଜଡିତ ଅଛନ୍ତି । ଏହି ସମୟ ମଧ୍ୟରେ ଲିଓନେଲ ମେସି 12 ଗୋଲ ସ୍କୋର କରିଥିବାବେଳେ 8 ଗୋଲ ସହାୟତା କରିଥିଲେ ।
ଫିଫା ବିଶ୍ୱକପ 2022 ରେ ଲିଓନେଲ ମେସିଙ୍କ ଏହା ହେଉଛି ଷଷ୍ଠ ଗୋଲ । ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଗୋଲ ଦେଇ ଫୁଟବଲ ଖେଳାଳି ତାଲିକାରେ ଲିଓନେଲ ମେସି ଶୀର୍ଷରେ ପହଞ୍ଚି ଫ୍ରାନ୍ସର କିଲିଆନ ମବାପେଙ୍କୁ ପଛରେ ଛାଡିଛନ୍ତି । ବର୍ତ୍ତମାନ ଲିଓନେଲ ମେସି ଗୋଲଡେନ୍ ବୁଟ୍ ପୁରସ୍କାର ପାଇବାକୁ ଅତି ନିକଟତର ହୋଇଛନ୍ତି ।
ଯଦି ଲିଓନେଲ ମେସି ଗୋଲଡେନ୍ ବୁଟ୍ ପୁରସ୍କାର ଜିତନ୍ତି, ତେବେ ଏହା ତାଙ୍କ ଫିଫା ବିଶ୍ୱକପ୍ କ୍ୟାରିୟରର ପ୍ରଥମ ଗୋଲ୍ଡେନ୍ ବୁଟ୍ ହେବ । ଫିଫା ବିଶ୍ୱକପ 2022 ଟୁର୍ଣ୍ଣାମେଣ୍ଟ ଶେଷରେ ସର୍ବାଧିକ ଗୋଲ୍ ସ୍କୋର କରିଥିବା ଫୁଟବଲର୍ ଗୋଲ୍ଡେନ୍ ବୁଟ୍ ପୁରସ୍କାର ପାଆନ୍ତି ।
ଫିଫା ବିଶ୍ୱକପ 2022 ରେ ଗୋଲଡେନ୍ ବୁଟ୍ ପ୍ରତିଯୋଗୀ
1. ଲିଓନେଲ ମେସି (ଆର୍ଜେଣ୍ଟିନା) - 6 ଗୋଲ୍
2. କିଲିଆନ୍ ମବାପେ (ଫ୍ରାନ୍ସ) - 5 ଗୋଲ୍
3. ଅଲିଭିଆର୍ ଜିରୋଡ୍ (ଫ୍ରାନ୍ସ) - 4 ଗୋଲ୍
4. ଜୁଲିଆନ୍ ଆଲଭରେଜ୍ (ଆର୍ଜେଣ୍ଟିନା) - 4 ଗୋଲ୍
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....












Click it and Unblock the Notifications