Get Updates
Get notified of breaking news, exclusive insights, and must-see stories!

ଫିଫା ବିଶ୍ବକପ: ସପୁର ସଣ୍ଡେରେ ଆର୍ଜେଣ୍ଟିନା ବନାମ ଫ୍ରାନ୍ସ ଫାଇନାଲ ଫାଇଟ୍

FIFA World Cup Final, Argentina vs France: ଶେଷ ପର୍ଯ୍ୟୟରେ ଫୁଟବଲ ମହାକୁମ୍ଭ ଫିଫା ବିଶ୍ୱକପ । ଆସନ୍ତା ରବିବାର ଫାଇନାଲ ଫାଇଟ୍ । ଚୁଡାନ୍ତ ହୋଇସାରିଛି ଲାଇନଅଫ । ଫାଇନାଲ ମୁକାବିଲାରେ ଆର୍ଜେଣ୍ଟିନାକୁ ଭେଟିବ ଡିଫେଣ୍ଡିଂ ଚାମ୍ପିଅନ୍‌ ଫ୍ରାନ୍ସ ।

FIFA World Cup Final, Argentina vs France: ଶେଷ ପର୍ଯ୍ୟୟରେ ଫୁଟବଲ ମହାକୁମ୍ଭ ଫିଫା ବିଶ୍ୱକପ । ଆସନ୍ତା ରବିବାର ଫାଇନାଲ ଫାଇଟ୍ । ଚୁଡାନ୍ତ ହୋଇସାରିଛି ଲାଇନଅଫ । ଫାଇନାଲ ମୁକାବିଲାରେ ଆର୍ଜେଣ୍ଟିନାକୁ ଭେଟିବ ଡିଫେଣ୍ଡିଂ ଚାମ୍ପିଅନ୍‌ ଫ୍ରାନ୍ସ ।

FIFA World Cup Final, Argentina vs France

ଗତକାଲି ଦ୍ୱିତୀୟ ସେମିରେ ମରକ୍କୋକୁ ୨-୦ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଚତୁର୍ଥ ଥର ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଲଗାତାର ଦ୍ୱିତୀୟ ଥର ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଦ୍ୱିତୀୟ ସେମିରେ କଡ଼ା ପ୍ରତିନ୍ଦ୍ୱନ୍ଦିତା ଦେଖିବାକୁ ମିଳିଥିଲା । ତେବେ ମ୍ୟାଚର ୫ ମ ମିନିଟରେ ଫ୍ରାନ୍ସର ଥିଓ ହର୍ଣ୍ଣାଣ୍ଡେଜ୍‌ ଗୋଲ୍‌ ଦେଇଥିଲେ। ସେହିପରି ୭୯ ମିନିଟରେ ଫ୍ରାନ୍ସ ପାଇଁ ରାଣ୍ଡାଲ କୋଲୋ ମୁଆନି ଗୋଲ୍‌ ଦେଇଥିଲେ । ଶନିବାର ୩ୟ ସ୍ଥାନ ପାଇଁ ଲଢ଼ିବେ ସେମିରେ ପରାସ୍ତ ହୋଇଥିବା କ୍ରୋଏସିଆ ଓ ମରକ୍କୋ।

ସେପଟେ ଆର୍ଜେଣ୍ଟିନାର ଷ୍ଟାର ଖେଳାଳୀ ତଥା ଅଧିନାୟକ ଲିଓନେଲ ମେସି ଅବସର ତାଙ୍କର ଅବସର ଘୋଷଣା କରି ଦେଇଛନ୍ତି । ରବିବାର ହେବାକୁ ଥିବା ଫାଇନାଲ ମ୍ୟାଚ ତାଙ୍କର ଶେଷ ବିଶ୍ୱକପ ହେବ ବୋଲି ସେ କହିଛନ୍ତି । ଆର୍ଜେଣ୍ଟିନା ପକ୍ଷରୁ ମେସି ସର୍ବାଧିକ ଗୋଲ କରିଛନ୍ତି । ମେସି ବିଶ୍ୱକପରେ ୧୧ ଟି ଗୋଲ କରିଥିବା ବେଳେ ଗାବ୍ରିଏଲ ୧୧ଟି ଗୋଲ କରିଛନ୍ତି । ମେସି ଅବସର ନେଇ ଘୋଷଣା କରିବା ପରେ କୋଲକତାର ଏକ ମିଠା ଦୋକାନୀ ମେସିଙ୍କ ଫଟୋ ଥିବା ମିଠା ପ୍ରସ୍ତୁତ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+