Get Updates
Get notified of breaking news, exclusive insights, and must-see stories!

କରୋନା ପାଇଁ ବାତିଲ ହେଲା କଳିଙ୍ଗ ଷ୍ଟାଡିୟମର ଏହି ମେଗା ଇଭେଣ୍ଟ

କୋଭିଡ-19 ମହାମାରୀ ହେତୁ 2021 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ମହିଳା ଅଣ୍ଡର -17 ବିଶ୍ୱକପ ମଙ୍ଗଳବାର ଦିନ ବିଶ୍ୱ ସଂସ୍ଥା ଫିଫା ଦ୍ୱାରା ବାତିଲ କରାଯାଇଛି ।

ଭୁବନେଶ୍ବର: କୋଭିଡ-19 ମହାମାରୀ ହେତୁ 2021 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ମହିଳା ଅଣ୍ଡର -17 ଫିଫା ବିଶ୍ୱକପ ମଙ୍ଗଳବାର ଦିନ ବିଶ୍ୱ ସଂସ୍ଥା ଫିଫା ଦ୍ୱାରା ବାତିଲ କରାଯାଇଛି । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟକୁ ଭାରତ ଆୟୋଜନ କରୁଥିବା ବେଳେ ଏହାର ସମସ୍ତ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାର ଯୋଜନା ରହିଥିଲା । ଆସନ୍ତା ବର୍ଷ 17 ଫେବୃୟାରୀରୁ 7 ମାର୍ଚ୍ଚ ଯାଏ ଆୟୋଜନ ହେବାର ଥିଲା ଏହି ଟୁର୍ଣ୍ଣାମେଣ୍ଟ ।

ତେବେ ଦେଶରେ ଜାରି ରହିଥିବା କରୋନା ମହାମାରୀ ପାଇଁ ଏହାକୁ ଚଳିତ ବର୍ଷ ପାଇଁ ଏହା ବାତିଲ ହୋଇଯାଇଛି । ତେବେ ପର ବର୍ଷ ଅର୍ଥାତ 2022 ପାଇଁ ଆୟୋଜନ ଅଧିକାର ହାସଲ କରିଛି କରିଛି । ବ୍ୟୁରୋ ଅଫ ଫିଫା କାଉଁସିଲ ଦ୍ବାରା ଅଣ୍ଡର-17 ମହିଳା ବିଶ୍ବକପ ଏବଂ କୋଷ୍ଟାରିକାରେ ଅନୁଷ୍ଠିତ ହେବାକୁ ଥିବା ଅଣ୍ଡର-20 ବିଶ୍ବକପକୁ ମଧ୍ୟ ବାତିଲ କରି ଦିଆଯାଇଛି ।

ମହିଳା ଅଣ୍ଡର-17 ଫିଫା ବିଶ୍ୱକପ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+