For Quick Alerts
Turn On Notification  
For Daily Alerts
Oneindia App Download

କରୋନାରେ କ୍ରିକେଟର ପୀୟୁଷ ଚାୱଲାଙ୍କ ପିତାଙ୍କ ଦେହାନ୍ତ

ସୋମବାର ଭାରତୀୟ କ୍ରିକେଟର ପୀୟୁଷ ଚାୱଲାଙ୍କ ପିତାଙ୍କ ଦେହାନ୍ତ ହୋଇଛି। ଏନେଇ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । ପିତଙ୍କ ଦେହାନ୍ତ ଖବର ଚାୱଲା ନିଜେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରକାଶ କରିଛନ୍ତି ।

|

ନୂଆଦିଲ୍ଲୀ: ସୋମବାର ଭାରତୀୟ କ୍ରିକେଟର ପୀୟୁଷ ଚାୱଲାଙ୍କ ପିତାଙ୍କ ଦେହାନ୍ତ ହୋଇଛି। ଏନେଇ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । ପିତଙ୍କ ଦେହାନ୍ତ ଖବର ଚାୱଲା ନିଜେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରକାଶ କରିଛନ୍ତି ।

Piyush Chawla

ତେବେ ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ରାଞ୍ଚାଇଜ୍ ତଥା ପୀୟୁଷ ଚାୱଲାଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଭାରତର ପୂର୍ବତନ ଖେଳାଳି ଇରଫାନ୍ ପଠାନ୍ ମଧ୍ୟ ସମବେଦନା ଜଣାଇଛନ୍ତି।

ପୀୟୁଷ ଚାୱଲା ଭାରତ ପାଇଁ 25 ଦିନିକିଆ, 7 ଟି-20 ଏବଂ 3 ଟି ଟେଷ୍ଟ ଖେଳିଛନ୍ତି। ବିସିସିଆଇ ଆଇପିଏଲ 2021 ଋତୁକୁ ସ୍ଥଗିତ ରଖିଛି । କିଛି ଆଇପିଏଲ୍ ଦଳର କର୍ମଚାରୀ କରୋନା ପଜିଟିଭ୍ ହେବାରୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Father of Piyush Chawla passed away today morning
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X