କରୋନାରେ କ୍ରିକେଟର ପୀୟୁଷ ଚାୱଲାଙ୍କ ପିତାଙ୍କ ଦେହାନ୍ତ

ସୋମବାର ଭାରତୀୟ କ୍ରିକେଟର ପୀୟୁଷ ଚାୱଲାଙ୍କ ପିତାଙ୍କ ଦେହାନ୍ତ ହୋଇଛି। ଏନେଇ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । ପିତଙ୍କ ଦେହାନ୍ତ ଖବର ଚାୱଲା ନିଜେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରକାଶ କରିଛନ୍ତି ।

ନୂଆଦିଲ୍ଲୀ: ସୋମବାର ଭାରତୀୟ କ୍ରିକେଟର ପୀୟୁଷ ଚାୱଲାଙ୍କ ପିତାଙ୍କ ଦେହାନ୍ତ ହୋଇଛି। ଏନେଇ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । ପିତଙ୍କ ଦେହାନ୍ତ ଖବର ଚାୱଲା ନିଜେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରକାଶ କରିଛନ୍ତି ।

Piyush Chawla

ତେବେ ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ରାଞ୍ଚାଇଜ୍ ତଥା ପୀୟୁଷ ଚାୱଲାଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଭାରତର ପୂର୍ବତନ ଖେଳାଳି ଇରଫାନ୍ ପଠାନ୍ ମଧ୍ୟ ସମବେଦନା ଜଣାଇଛନ୍ତି।

ପୀୟୁଷ ଚାୱଲା ଭାରତ ପାଇଁ 25 ଦିନିକିଆ, 7 ଟି-20 ଏବଂ 3 ଟି ଟେଷ୍ଟ ଖେଳିଛନ୍ତି। ବିସିସିଆଇ ଆଇପିଏଲ 2021 ଋତୁକୁ ସ୍ଥଗିତ ରଖିଛି । କିଛି ଆଇପିଏଲ୍ ଦଳର କର୍ମଚାରୀ କରୋନା ପଜିଟିଭ୍ ହେବାରୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+