Get Updates
Get notified of breaking news, exclusive insights, and must-see stories!

ପେନାଲଟି ଶୁଟ୍ ଆଉଟରେ ଜିତିଲା ଭାରତ : ବନ୍ଦେ ମାତରାମ ଗାନରେ କମ୍ପିଲା ଶ୍ରୀ କାନ୍ତେରଭା ଷ୍ଟାଡିୟମ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଶ୍ରୀ କାନ୍ତେରଭା ଷ୍ଟାଡିୟମରେ ଭାରତୀୟ ଫୁଟବଲ ଦଳ 2023 SAFF ଚାମ୍ପିୟନଶିପ ଜିତିବା ପରେ ପ୍ରଶଂସକମାନେ ବନ୍ଦେ ମାତାରାମ' ଗାନ କରିଥିଲେ। (ଭିଡିଓ ଦେଖନ୍ତୁ)

ଭାରତୀୟ ଫୁଟବଲ ଦଳ କ୍ରମାଗତ ଦ୍ୱିତୀୟ ଥର SAFF ଚମ୍ପିୟାନ ହୋଇଛି। ଫାଇନାଲରେ ପେନାଲଟି ଶୁଟ୍ ଆଉଟରେ କୁଏତକୁ ପରାସ୍ତ କରି ସ୍ମରଣୀୟ ବିଜୟ ହାସଲ କରି SAFF ଚାମ୍ପିଅନସିପ୍ 2023 ଜିତିଛି ଟିମ୍ ଇଣ୍ଡିଆ।

saff

ବିଜୟ ପରେ ସଙ୍ଗେ ସଙ୍ଗେ ବେଙ୍ଗାଲୁରୁର ଶ୍ରୀ କାନ୍ତେରଭା ଷ୍ଟାଡିୟମରେ ଭାରତୀୟ ଫୁଟବଲ ଦଳର ପ୍ରତୀକାତ୍ମକ ବିଜୟ ଉତ୍ସବ ପାଳନ କରିବା ପାଇଁ 'ମା ତୁଝେ ସଲାମ' ଏବଂ ' ବନ୍ଦେ ମାତାରାମ' ଗୀତ ଗାନ ଆରମ୍ଭ ହୋଇଥିଲା।

ନିର୍ଦ୍ଧାରିତ ସମୟ ସୁଦ୍ଧା ଫାଇନାଲ ୧-୧ ସ୍ଥିତିରେ ବରାବର ରହିଥିଲା । ଫଳରେ ପେନାଲଟି ଶୁଟ୍ ଆଉଟ ହୋଇଥିଲା। ଭାରତ କୁଏତକୁ ୫-୪ରେ ପରାସ୍ତ କରିଥିଲା । ଏହି ବିଜୟ ଫଳରେ ଭାରତ ନବମ ଥର ପାଇଁ ସାଫ ଚାମ୍ପିୟନ ହୋଇପାରିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+