IND vs ENG, 3rd T-20: ଟସ ହାରିଲେ କୋହଲି, କିଏ ଜିତିବ ମ୍ୟାଚ ?
ମ୍ୟାଚ ପୁର୍ବରୁ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଛି ଭ୍ରମଣକାରୀ ଇଂଲଣ୍ଡ ଦଳ । ଫଳରେ ପ୍ରଥମ ବ୍ୟାଟିଂ କରିବ ଭାରତ ।
England have won the toss and have opted to field: ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ ବନାମ ଇଂଲଣ୍ଡ ଘରୋଇ ଟି-20 ସିରିଜର 3ୟ ମ୍ୟାଚ । ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି ।
ତେବେ ମ୍ୟାଚ ପୁର୍ବରୁ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଛି ଭ୍ରମଣକାରୀ ଇଂଲଣ୍ଡ ଦଳ । ଫଳରେ ପ୍ରଥମ ବ୍ୟାଟିଂ କରିବ ଭାରତ । ତେବେ ଆଜି ଟସ ଉପରେ ସମସ୍ତଙ୍କର ନଜର ରହିଥିଲା । କାରଣ ଗତ ଦୁଇଟି ମ୍ୟାଚରେ ପ୍ରଥମେ ଟସ ଜିତିଥିବା ଦଳ ହିଁ ମ୍ୟାଚ ଜିତିଥିଲା । ତେଣୁ ଆଜି ମ୍ୟାଚକୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି ।

ସେପଟେ ଦଳୀୟ ଏକଦାଶକୁ ଫେରିଛନ୍ତି ରୋହିତ ଶର୍ମା । ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଦଳକୁ ରୋହିତ ଶର୍ମା ଫେରିଛନ୍ତି । କେଏଲ ରାହୁଲ ଓ ରୋହିତ ଶର୍ମା ଓପନ କରିବେ ବୋଲିଂ ବିରାଟ ସ୍ପଷ୍ଟ କରିଛନ୍ତି ।
- ଭାରତୀୟ ଏକାଦଶ: କେଏଲ ରାହୁଲ, ରୋହିତ ଶର୍ମା, ଇଶାନ କିଶନ, ବିରାଟ କୋହଲି, ଋଷଭ ପନ୍ତ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଶ୍ରାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ଯୁଜଭେନ୍ଦ୍ର ଚହଲ ।
- ଇଂଲଣ୍ଡ ଏକାଦଶ: ଜେସନ ରୟ, ଜୋସ ବଟଲର, ଡେଭିଡ ମାଲାନ, ଜନି ବେୟାରଷ୍ଟୋ, ଇଓନ ମୋର୍ଗାନ, ବେନ ଷ୍ଟୋକ୍ସ, ସାମ କୁରାନ, କ୍ରିସ ଜୋର୍ଡାନ, ଜୋଫ୍ରା ଆର୍ଚ୍ଚର, ଆଦିଲ ରସିଦ, ମାର୍କ ଉଡ ।
More From
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications