Get Updates
Get notified of breaking news, exclusive insights, and must-see stories!

କୋଲକତାର ଏକ ଅଗ୍ରୀମ ଅଳଙ୍କାର ସଂସ୍ଥାର ବ୍ରାଣ୍ଡ ଆମ୍ବାସାଡର ହେବେ ଦୂତି ଚାନ୍ଦ

ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡିଆ ଆଥଲେଟ୍ ଦୂତି ଚାନ୍ଦଙ୍କୁ ମିଳିଛି ଆଉ ଏକ ସଫଳତା । ସେ କୋଲକାତାରେ ଅବସ୍ଥିତ ଅଗ୍ରଣୀ ଅଳଙ୍କାର ସଂସ୍ଥା ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ବ୍ରାଣ୍ଡ ର ଆମ୍ବାସାଡର ହେବେ।

କୋଲକାତା: ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡିଆ ଆଥଲେଟ୍ ଦୂତି ଚାନ୍ଦଙ୍କୁ ମିଳିଛି ଆଉ ଏକ ସଫଳତା । ସେ କୋଲକାତାରେ ଅବସ୍ଥିତ ଅଗ୍ରଣୀ ଅଳଙ୍କାର ସଂସ୍ଥା ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ବ୍ରାଣ୍ଡ ର ଆମ୍ବାସାଡର ହେବେ। ବୁଧବାର ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କମ୍ପାନୀ ଏହି ଘୋଷଣା କରିଛି ।

Dutee Chand

ତେବେ ଏହି ଅଳଙ୍କାର ସଂସ୍ଥା ଏବେ ସମଲିଙ୍ଗୀ (LGBT) ସମ୍ପ୍ରଦାୟଙ୍କ #ମୋର୍ ପାୱାର୍ ଟୁ ପ୍ରାଇଡ୍ # ଲଭ୍ଇଜଲଭ୍ ସମ୍ମାନରେ ଏକ ଅଭିଯାନ ଆରମ୍ଭ କରିଛି । ସୂଚନାଥାଉ କି, ମହିଳା 100 ମିଟରରେ ଜାତୀୟ ଚାମ୍ପିଅନ୍ ଦୂତି ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଆଥଲେଟ୍ ଯିଏକି ତାଙ୍କ ସମଲିଙ୍ଗୀ ସମ୍ପର୍କ ବିଷୟରେ ସାଧାରଣରେ ପ୍ରକାଶ କରିଥିଲେ ।

ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ବ୍ରାଣ୍ଡ ଆମ୍ବାସାଡର ହେବା ମୋତେ ବହୁତ ଆନନ୍ଦ ଦେଇଛି। ମୁଁ ଭାବୁଛି ଏହା ଏକ ଆଥଲେଟ୍ ସହିତ ଏକ ଅଳଙ୍କାର ବ୍ରାଣ୍ଡର ଏକ ଅନନ୍ୟ ସଙ୍ଗଠନ, ଏବଂ ମୁଁ ପ୍ରକୃତରେ ଖୁସି ଯେ ସେନକୋ ଗୋଲ୍ଡ ମୋ ଅନୁସନ୍ଧାନରେ ମୋତେ ସାହାଯ୍ୟ କରିବ । ମୁଁ ସେମାନଙ୍କ ସହିତ ଏକ ସଫଳ ସମ୍ପର୍କକୁ ଅପେକ୍ଷା କରିଛି | ମହାମାରୀ ଏବଂ ଅଲିମ୍ପିକ୍ସ ଶେଷ ହେବା ପରେ ମୁଁ ଏହି ଶୋ'ରୁମ୍ ପରିଦର୍ଶନ କରିପାରିବି ବୋଲି ମୁଁ ଆଶା କରୁଛି ବୋଲି ଦୂତି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+