ମାରାଡୋନାଙ୍କ ମୃତ୍ୟୁ: ମାସେ ତଳେ ପାଳିଥିଲେ ଜନ୍ମଦିନ

ଆର୍ଜେଣ୍ଟିନାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କର ବୁଧବାର ମୃତ୍ୟୁ ଘଟିଛି । ଏକ ମାସ ତଳେ ନିଜର 60 ତମ ଜନ୍ମଦିନ ପାଳିଥିଲେ ମାରାଡୋନା ।

ଭୁବନେଶ୍ୱର: ଆର୍ଜେଣ୍ଟିନାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କର ବୁଧବାର ମୃତ୍ୟୁ ଘଟିଛି । ଏକ ମାସ ତଳେ ନିଜର 60 ତମ ଜନ୍ମଦିନ ପାଳିଥିଲେ ମାରାଡୋନା । ତେବେ ମାରାଡୋନଙ୍କ ମୃତ୍ୟୁ ଖବରକୁ ତାଙ୍କ ଓକିଲ ସ୍ପଷ୍ଟ କରିଛନ୍ତି । ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଡିଏଗୋ ମାରାଡୋନା

ନିକଟ ଅତୀତରେ ଡିଏଗୋ ମାରାଡୋନା ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ। ବୁଏନୋସ୍ ଏରେସର ଏକ ଘରୋଇ ହସ୍ପିଟାଲରେ ଗତ ନଭେମ୍ବର ମାସରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର ହୋଇଥିଲା । ଯାହା ସଫଳ ହେବା ସହ ମାରାଡୋନା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+