Get Updates
Get notified of breaking news, exclusive insights, and must-see stories!

ଧୋନି-ରୋହିତ-ରାହାଣେଙ୍କ କ୍ଲବରେ ବିରାଟ

ଧୋନି-ରୋହିତ-ରହାଣେ, ସଭିଙ୍କର ଗୋଟିଏ ଲେଖାଏଁ କନ୍ୟା ସନ୍ତାନ ରହିଛି । ତେବେ ଭାରତୀୟ କ୍ରିକେଟରଙ୍କ ଏହି ତାଲିକାରେ ନୂଆ କରି ଯୋଡି ହୋଇଛନ୍ତି ବିରାଟ କୋହଲି।

ମୁମ୍ବାଇ: ଆଜି କ୍ରିକେଟ ପ୍ରେମୀଙ୍କୁ ବିରାଟ କୋହଲି ଦେଇଛନ୍ତି ଏକ ଖୁସି ଖବର । ଆଜି ଦୁଇରୁ ତିନ ହେଇଛନ୍ତି ଷ୍ଟାର ଦମ୍ପତି ବିରୁଷ୍କା । ଅନୁଷ୍କା ଶର୍ମା ଆଜି ଅପରାହ୍ନରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ପ୍ରଥମ ଥର ପାଇଁ ପିତା ହେବାର ସନ୍ତୁଷ୍ଟତା ପ୍ରକାଶ କରି ତାଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ବିଷୟରେ କୋହଲି ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି। ଏହା ସହ ବିରାଟ ଟ୍ୱିଟ୍ କରି କହିଛନ୍ତି ଯେ ଉଭୟ ମା ଏବଂ ଝିଅ ସୁସ୍ଥ ଅଛନ୍ତି।

 Virat Kohli

ଧୋନି-ରୋହିତ-ରାହାଣେଙ୍କ କ୍ଲବରେ ବିରାଟ:

ଧୋନି-ରୋହିତ-ରାହାଣେ, ସଭିଙ୍କର ଗୋଟିଏ ଲେଖାଏଁ କନ୍ୟା ସନ୍ତାନ ରହିଛି । ତେବେ ଭାରତୀୟ କ୍ରିକେଟରଙ୍କ ଏହି ତାଲିକାରେ ନୂଆ କରି ଯୋଡି ହୋଇଛନ୍ତି ବିରାଟ କୋହଲି।

ଏକ ନଜରରେ ବର୍ତ୍ତମାନର ଭାରତୀୟ କ୍ରିକେଟର ଯାହାଙ୍କର ଝିଅ ଅଛନ୍ତି:

ଭାରତୀୟ ଓପନର୍ ରୋହିତ ଶର୍ମାଙ୍କର ଗୋଟିଏ ଝିଅ ଅଛି। ରୋହିତଙ୍କ ଝିଅଙ୍କ ନାମ ରହିଛି ସମାଇରା । ଟେଷ୍ଟରେ ଭାରତୀୟ ଦଳର ବ୍ୟାଟିଂ ସ୍ତମ୍ଭ ଚେତେଶ୍ୱର ପୂଜାରାଙ୍କର ମଧ୍ୟ ଗୋଟିଏ ଝିଅ ଅଛି। ବିରାଟଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ ଏକ ଝିଅର ପିତା। ରାହାନେଙ୍କ ଝିଅଙ୍କ ନାମ ଇରା । ଭାରତୀୟ ୱିକେଟ୍ କିପର ରିଦ୍ଧିମାନ ସାହା ତାଙ୍କର ପ୍ରଥମ ସନ୍ତାନ ପ୍ରାପ୍ତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+