Get Updates
Get notified of breaking news, exclusive insights, and must-see stories!

ବାରବାଟୀ ମହାଲଢେଇ : ଷ୍ଟାଡିୟମକୁ ଖାଦ୍ୟ-ପାଣି ବୋତଲ ମନା

ରବିବାର ବାରବାଟୀରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି20 ମ୍ୟାଚ । ତେବେ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ ହୋଇଛି । ଏନେଇ ପ୍ରେସମିଟ ଯୋଗେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

କଟକ: ରବିବାର ବାରବାଟୀରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି20 ମ୍ୟାଚ । ତେବେ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ ହୋଇଛି । ଏନେଇ ପ୍ରେସମିଟ ଯୋଗେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

barabati t 20

ଭିଡ଼କୁ ଦୃଷ୍ଟିରେ ରଖି ଦିନ 3 ଟାରୁ ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଗ୍ୟାଲେରୀ ଭିତରକୁ ପ୍ରବେଶ କରିବା ପୂର୍ବରୁ ପ୍ରତ୍ୟକ ଦର୍ଶକମାନଙ୍କୁ ଭଲଭାବେ ଚେକିଂ କରାଯିବ । ଦର୍ଶକ ମାନେ ଗ୍ୟାଲେରୀ ଭିତରକୁ କଣ ନେଇ ପାରିବେ ସେନେଇ ଏହି ଗାଇଡଲାଇନରେ ଦର୍ଶାଯାଇଥିବା କହିଛନ୍ତି କମିଶନରେଟ ପୋଲିସ ।

ବିଶେଷକରି ପାଣି ବୋତଲ,ଖାଦ୍ୟ ,ଲାଇଟର, ଖୁଚୁରା ଟଙ୍କା,ଛୁରୀ ଆଦି ନେବା ପାଇଁ କଟକଣା ଜାରି କରାଯାଇଛି । ମ୍ୟାଚକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି କଟକ ଡିସିପି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+