ଇତିହାସ ରଚିଲେ ଆର୍ମି ମ୍ୟାନ୍ ଅବିନାଶ ଶାବଲେ, ଭାରତ ପାଇଁ ଆଣିଲେ ରୌପ୍ୟ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟଙ୍କ କମାଲ। ଇତିହାସ ରଚିଲେ ଆର୍ମି ମ୍ୟାନ୍ ଅବିନାଶ ଶାବଲେ। ପ୍ରଥମେ ପ୍ରିୟଙ୍କା ଗୋସ୍ୱାମୀ 10 ହଜାର ମିଟର ଚାଲିବା ପ୍ରତିଯୋଗିତାରେ ଦେଶ ପାଇଁ ରୌପ୍ୟ ଆଣିବା ପରେ ଏବେ ଅବିନାଶ ମଧ୍ୟ ଇତିହାସ ରଚିଛନ୍ତି।
ବର୍ମିଂହମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟଙ୍କ କମାଲ। ଇତିହାସ ରଚିଲେ ଆର୍ମି ମ୍ୟାନ୍ ଅବିନାଶ ଶାବଲେ। ପ୍ରଥମେ ପ୍ରିୟଙ୍କା ଗୋସ୍ୱାମୀ 10 ହଜାର ମିଟର ଚାଲିବା ପ୍ରତିଯୋଗିତାରେ ଦେଶ ପାଇଁ ରୌପ୍ୟ ଆଣିବା ପରେ ଏବେ ଅବିନାଶ ମଧ୍ୟ ଇତିହାସ ରଚିଛନ୍ତି। ସେ 30 ହଜାର ମିଟର ରେସରେ ରୌପ୍ୟ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଦେଇଛନ୍ତି ।

ତେବେ ଏହି ପ୍ରତିଯୋଗିତାରେ କେନିଆର ଆବ୍ରାହମ କିବିୱତ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାତେଇଥିଲେ। ସେହିପରି କାଂସ୍ୟ ପଦକ ବି କେନିଆକୁ ଯାଇଥିଲା।












Click it and Unblock the Notifications