ଆଇପିଏଲ୍ ୨୦୨୬ ଲାଗି ସିଏସକେ ଲଞ୍ଚ୍ କଲା ନୂଆ ଜର୍ସି

ଆଇପିଏଲ୍ ୨୦୨୬ଲାଗି ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଟିମ୍ ନିଜ ନୂଆ ଜର୍ସି ଲଞ୍ଚ୍ କରିଛି । ୫ଥର ଆଇପିଏଲ୍ ତାଜ୍ ଜିତିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଲିଗର ଆଗାମୀ ସିଜନ ପୂର୍ବରୁ ନିଜ ନୂଆ ଜର୍ସିର ଝଲକ ଦେଖାଇଛି । ସିଏସକେ ଶନିବାର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଥିଲା, ଯେଉଁଥିରେ ରବିବାର ସକାଳ ୭ଟା ୭ରେ ଏକ ବଡ଼ ଘୋଷଣାର କଥା କହିଥିଲା । ଏହି ସମୟ ଏବଂ ନମ୍ବର ଫ୍ରାଞ୍ଚାଇଜ ଏମଏସ୍ ଧୋନୀଙ୍କ ସହ ଜଡ଼ିତ ହୋଇ ଅଛି ।

CSK launches

ସିଏସକେ ଏକ ଶାନଦାର୍ ଭିଡ଼ିଓ ଜାରି କରିଛି ଯାହା ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଭିଡ଼ିଓରେ ନୂଆ ସିଜନ ପୂର୍ବରୁ ସିଏସକେ କ୍ୟାମ୍ପ​‌ରେ ଧୋନୀ ଆସିବାର ସୂଚନା ଦେଇଛି ଏବଂ ଫ୍ରାଞ୍ଚାଇଜର ଆଇପିଏଲ୍ ୨୦୨୬ ଜର୍ସିର ପ୍ରଥମ ଝଲକ ବି ଦେଖାଯାଇଛି । ୨୦୨୬ର ଜର୍ସି ସିଏସକେର ପରିଚୟ କରି ରଖିଛି । ଏହାସହ ଏଥିରେ ଅଳ୍ପ ଡିଜାଇନ୍ ଅପଡେଟ୍ ବି କରାଯାଇଛି । ସିଏସକେର କ୍ରେଷ୍ଟ ଉପରେ ୫ଷ୍ଟାର୍ ରହିଛି । ଯାହା ଫ୍ରାଞ୍ଚାଇଜର ୫ଆଇପିଏଲ୍ ତାଜ୍ ଜିତିବା ଦେଖାଇଛି ।

ଯଦି ଆମେ ପୂର୍ବ ସିଜନ କଥା ଦେଖିବା ତେବେ ସିଏସକେର ପ୍ରଦର୍ଶନ ଖରାପ ରହିଥିଲା । ଟିମ୍ ୧୪ମ୍ୟାଚରୁ ୧୦ଟି ପରାଜିତ ଏବଂ ୪ରେ ବିଜୟୀ ସହ ତାଲିକାରେ ସବୁଠାରୁ ତଳେ ଥିଲା । ୨୦୨୬ସିଜନ ପୂର୍ବରୁ ସିଏସକେ ଟିମ୍ ରେ କିଛି ବଡ଼ ପରିବର୍ତ୍ତନ କରିଛି । ରବିନ୍ଦ୍ର ଜାଡେଜା ଏବଂ ସ୍ୟାମ୍ କୂରେନ ଏବେ ଟିମର ଭାଗିଦାରୀ ନାହାନ୍ତି । ଓ୍ବିକେଟକିପର ବ୍ୟାଟର ସଞ୍ଜୁ ସ୍ୟାମସନଙ୍କୁ ଟିମ୍ ସହ ଯୋଡ଼ି ହୋଇଛନ୍ତି । ସିଏସକେ ପ୍ରଶାନ୍ତ ବୀର ଏବଂ କାର୍ତ୍ତିକ ଶର୍ମାଙ୍କ ଭଳି ଯୁବକଙ୍କୁ ଟିମରେ ସାମିଲ୍ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+