ଆକ୍ରାମକ ଚେନ୍ନାଇ ପୁଣି ଜିଣିବକି ଫାଇନାଲ
ଅହମଦାବାଦ: ବର୍ଷା ଯୋଗୁ ବାଧାପ୍ରାପ୍ତ ଆଇପିଏଲ ଫାଇନାଲରେ ବିଜେତା ହେବାକୁ ଅଧିକ ସ୍ଥ୍ତିତି ସୁଦୃଢ କରିଛି ଗୁଜରାଟ ଟାଇଟନ। ବର୍ଷା ପରେ ୧୫ ଓଭର ପାଇଁ ଆରମ୍ଭ ହୋଇଥିବା ମ୍ୟାଚର ପ୍ରଥମ ଓଭର ଚେନ୍ନାଇ ପକ୍ଷରୁ ଆକ୍ରମଣାତ୍ମକ ସାବ୍ୟସ୍ତ ହୋଇଥିଲା। ତେବେ ଦ୍ଵିତୀୟ ଓଭର ଚେନ୍ନାଇର ଟାଇଟଲ ଆଶାକୁ ମଳିନ କରିଦେଇଥିଲା ନୁରଙ୍କ ବଲ୍ ।

ଫାଇନାଲ ଖେଳ ଅତ୍ୟନ୍ତ ରୋଚକ ସାବ୍ୟସ୍ତ ହୋଇଛି। ଦ୍ଵିତୀୟ ଓଭରରେ କ୍ଷତାକ୍ତ ଦିଶୁଥିବା ସିଏସକେ ଆଜିଙ୍କ୍ୟ ରାହାଣେଙ୍କ ଧୂଆଁଧାର ଛକାରେ ପୁଣି ଆଶାବାଦି ହୋଇଛି ବିଜେତା ଟାଇଟଲ ପାଇଁ । ଚେନ୍ନାଇ ପାଇଁ କାଳ ହୋଇଥିବା ନୁରଙ୍କ ଶେଷ ଓଭର ପରେ ବାକିଥିବା ଓଭର ଗୁଡିକୁ ଅଧିକ ଆକ୍ରାମକ କରିବା ଚେନ୍ନାଇ।












Click it and Unblock the Notifications