IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା, ଏକ୍ସ ପୋଷ୍ଟରେ ଦେଲେ ସୂଚନା

IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା । ଏକ୍ସ ପୋଷ୍ଟରେ ଅବସର ନେଇ ଘୋଷଣା କଲେ ଅଶ୍ବିନ୍‌ । IPL କ୍ରିକେଟର୍ ଭାବେ ମୋର ସମୟ ଆଜି ଶେଷ ହେଉଛି । ହେଲେ ବିଶ୍ୱର ଅନ୍ୟ T20 ଲିଗ୍‌ରେ ଖେଳ ଜାରି ରହିବ। ସ୍ମୃତି ଏବଂ ସମ୍ପର୍କ ପାଇଁ ସମସ୍ତ ଫ୍ରାଞ୍ଚାଇଜ୍‌ମାନଙ୍କୁ ଧନ୍ୟବାଦ । IPLରେ ୨୨୧ ମ୍ୟାଚ୍‌ ଖେଳି ୧୮୭ ୱିକେଟ୍‌ ନେଇଛନ୍ତି ଅଶ୍ବିନ୍ ।

Ravichandran Ashwin
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+