KBCରେ 12.5 ଲକ୍ଷ ଟଙ୍କାର ପ୍ରଶ୍ନ: କେଉଁ ଖେଳାଳିଙ୍କ ପାଖରେ ନାହିଁ ଇଞ୍ଜିନିୟିରଂ ଡିଗ୍ରୀ ? ଆପଣ ଜାଣନ୍ତି କି ଉତ୍ତର...

Cricket Question In KCB: ପ୍ରସିଦ୍ଧ ଟିଭି ସୋ କୌନ ବାନେଗା କରୋଡ଼ପତିରେ କ୍ରିକେଟ୍ ସମ୍ବନ୍ଧୀୟ ଏକ ମଜାଦାର ପ୍ରଶ୍ନ ପଚରା ଯାଇଥିଲା । ଏହି ପ୍ରଶ୍ନ ଖେଳାଳିଙ୍କ ଶିକ୍ଷା ଯୋଗ୍ୟତା ସହିତ ଜଡିତ । ଏହି ପ୍ରଶ୍ନ 12,50,000 ଲକ୍ଷ ଟଙ୍କା ପାଇଁ ପଚରା ଯାଇଥିଲା ।

ତେବେ ପ୍ରଶ୍ନ ଏମିତି ଥିଲା ଯେ, ନିମ୍ନରେ ପ୍ରଦତ୍ତ 4 ଜଣ ଖେଳାଳିଙ୍କ ମଧ୍ୟରୁ କେଉଁ କ୍ରିକେଟରଙ୍କ ପାଖରେ ଇଞ୍ଜିନିୟିରଂ ଡିଗ୍ରୀ ନାହିଁ । ଅପସନ୍ ଥିଲା ଅନିଲ କୁମ୍ବଲେ, ଆର ଅଶ୍ୱିନ, କୃଷ୍ଣମାଚରି ଶ୍ରୀକାନ୍ତ ଏବଂ ରାହୁଲ ଦ୍ରାବିଡ । ତେବେ ଆପଣ ଜାଣନ୍ତି କି ଏହାର ଉତ୍ତର କଣ ? ଯଦି ଆପଣ ଜାଣି ନାହାନ୍ତି, ତେବେ ଆମେ ଦେବୁ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର...

Cricket Question In KCB

ବାସ୍ତବରେ ଉପରୋକ୍ତ ଚାରିଜଣ ଖେଳାଳିଙ୍କ ମଧ୍ୟରୁ କେବଳ ବର୍ତ୍ତମାନର ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏପରି ଜଣେ କ୍ରିକେଟର, ଯାହାର ଇଞ୍ଜିନିୟରିଂ ଡିଗ୍ରୀ ନାହିଁ । ଏହା ବ୍ୟତୀତ ସମସ୍ତ ତିନି ଖେଳାଳି ଅନିଲ କୁମ୍ବଲେ, ଆର ଅଶ୍ୱିନ୍ ଏବଂ କୃଷ୍ଣମାଚରୀ ଶ୍ରୀକାନ୍ତଙ୍କ ଇଞ୍ଜିନିୟରିଂ ଡିଗ୍ରୀ ରହିଛି । ପୂର୍ବତନ ଭେଟେରାନ କୃଷ୍ଣମାଚରି ଶ୍ରୀକାନ୍ତଙ୍କର ବୈଦ୍ୟୁତିକ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଏହା ବ୍ୟତୀତ ଅଶ୍ୱିନ୍ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାରେ ବି.ଟେକ୍ କରିଛନ୍ତି । ଏଥି ସହିତ ଅନିଲ କୁମ୍ବଲେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+