ଶ୍ରୀଜିଉଙ୍କ ଦର୍ଶନ ଲାଭ କଲେ କ୍ରିକେଟ୍ କିମ୍ବଦନ୍ତୀ ଭେଙ୍କେଟେସ୍ ପ୍ରସାଦ; ଦାନ କଲେ ୩୦ ଲକ୍ଷ
ଶ୍ରୀକ୍ଷେତ୍ର ଆସି ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଛନ୍ତି କ୍ରିକେଟ୍ କିମ୍ବଦନ୍ତୀ ଭେଙ୍କେଟେସ୍ ପ୍ରସାଦ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସାଙ୍ଗରେ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ନିଜ ଅନୁଭୂତି ବଖାଣିଛନ୍ତି ଭେଙ୍କେଟେଶ।













Click it and Unblock the Notifications