ସେଲିବ୍ରିଟି କ୍ରିକେଟ ଲିଗ୍‌ ଦେଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରବିବାର ବାରବାଟୀରେ ସେଲିବ୍ରିଟି କ୍ରିକେଟ ମ୍ୟାଚ୍‌ । ଖେଳ ଦେଖିବାକୁ କଟକ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ଅପରାହ୍ନ ଗୋଟାଏ ୧୦ ମିନିଟରେ ପହଞ୍ଚିବେ । ମ୍ୟାଚ ସରିବା ପରେ ଅପରାହ୍ନ ୩ଟା ୩୦ରେ କଟକ ଛାଡିବେ ମୁଖ୍ୟମନ୍ତ୍ରୀ । ବାରବାଟୀରେ ଭାରତ-ଇଂଲଣ୍ଡ ଏକଦିବସୀୟ ମୁକାବିଲା ପରେ ସେଲିବ୍ରିଟି କ୍ରିକେଟ ଲିଗ୍‌ ଆୟୋଜିତ ହେବାକୁ ଯାଉଛି ।

mohan majhi

ବାରବାଟୀରେ ସିସିଏଲ୍‌ର ୨ଟି ମ୍ୟାଚ ଅନୁଷ୍ଠିତ ହେବ । ଅପରାହ୍ଣ ୨ ଟାରେ ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ 'ପଞ୍ଜାବ ଦେଶେର ଓ 'ଭୋଜପୁରୀ ଦବଙ୍ଗ ଦଳ ମୁହାଁମୁହିଁ ହେବେ। ଏହାପରେ ସନ୍ଧ୍ୟା ୬ଟା ୩୦ରେ ଦ୍ଵିତୀୟ ମୁକାବିଲା ମୁମ୍ବାଇ ହିରୋସ୍ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+