କୋହଲିଙ୍କ ରେଷ୍ଟୁରାଣ୍ଟ ବିରୋଧରେ ମାମଲା ରୁଜୁ

କ୍ରିକେଟର ବିରାଟ କୋହଲିଙ୍କ ବାଙ୍ଗାଲୁରୁ ରେଷ୍ଟୁରାଣ୍ଟ ବିରୋଧରେ ମାମଲା ରୁଜୁ କରିଛି ପୁଲିସ । ସୂଚନା ଅନୁସାରେ କ୍ୟୁବନ୍‍ ପାର୍କ ପୁଲିସ କୋଟପା ଅଧିନିୟମ (ତମାଖୁ ଉତ୍ପାଦ ଆଇନ, ୨୦୦୩) ଉଲ୍ଲଘଂନକୁ ଦୃଷ୍ଟିରେ ରଖି ଧାରା ୪ ଏବଂ ୨୧ ଅନୁଯାୟୀ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ପବ୍‍ ୱାନ୍‍ ୮ କମ୍ୟୁନ୍‍ ବିରୋଧରେ ମାମଲା ରୁଜୁ ହୋଇଛି ।

kohali

ଏହି ମାମଲାଟି ରେଷ୍ଟୁରାଣ୍ଟରେ ଥିବା ଧୂମପାନ ନିଷେଧ ସହିତ ଜଡିତ । ୱାନ୍‍ ୮ କମ୍ୟୁନ୍‍ ରେଷ୍ଟୁରାଣ୍ଟରୁ କ୍ୟୁବନ୍‍ ପାର୍କ ପୁଲିସ ଷ୍ଟେସନର ଦୂରତା ମାତ୍ର ୨୦୦ମିଟର । ପୁଲିସ ରେଷ୍ଟୁରାଣ୍ଟରେ ପହଞ୍ଚି ଯାଞ୍ଚ କରିବା ସହ ସମ୍ବେଦନଶୀଳତା ଦର୍ଶାଇ ତୁରନ୍ତ ମାମଲା ରୁଜୁ କରିଥିଲା । ଧୂମ୍ରପାନ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ନିୟମ ଅନୁସାରେ ଉଚିତ ବ୍ୟବସ୍ଥା କରାଯାଇନଥିବାରୁ ରେଷ୍ଟୁରାଣ୍ଟର ପରିଚାଳନ ଏବଂ କର୍ମଚାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+