ପ୍ରଥମ ଟେଷ୍ଟ: ଆରମ୍ଭରୁ ଆଣ୍ଠେଇଲା ଅଷ୍ଟ୍ରେଲିଆ, ଖସିଲେଣି ଦୁଇ ଓପନର
ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ କଙ୍ଗାରୁ ଦଳ । ଯାହାକ ଦଳ ପାଇଁ ଭାରି ସାବ୍ୟସ୍ତ ହୋଇଛି । ଦଳର ଦୁଇ ଓପନର ଶସ୍ତା ଭାବେ ଆଉଟ୍ ହୋଇ ପାଭିଲିୟନ ଫେରି ସାରିଛନ୍ତି ।

IND vs AUS, Nagpur Test: ଆଜିଠୁ ଆରମ୍ଭ ହୋଇଛି ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି 2023 ସିରିଜ୍ । ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନାଗପୁରର ଭିସିଏ ଷ୍ଟାଡିୟମରେ ଖେଳା ଯାଉଛି ।
ତେବେ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ କଙ୍ଗାରୁ ଦଳ । ଯାହାକ ଦଳ ପାଇଁ ଭାରି ସାବ୍ୟସ୍ତ ହୋଇଛି । ଦଳର ଦୁଇ ଓପନର ଶସ୍ତା ଭାବେ ଆଉଟ୍ ହୋଇ ପାଭିଲିୟନ ଫେରି ସାରିଛନ୍ତି । ଦଳୀୟ ସ୍କୋର ମାତ୍ର ଦୁଇ ରନରେ ଅଷ୍ଟ୍ରେଲିଆ ତାର ଦୁଇ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇ ସାରିଛି । ପ୍ରଥମେ ଉସମାନ ଖ୍ୱାଜା(1)ଙ୍କୁ ମହମ୍ମଦ ସିରାଜ ଏଲବିଡବ୍ଲୁ କରିଥିବା ବେଳେ ପରବର୍ତ୍ତି ବଲରେ ଡେଭିଡ଼ ୱାର୍ଣ୍ଣର (1)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ ମହମଦ ଶାମି । ଏବେ ପଡିଆରେ ବ୍ୟାଟିଂ କରୁଛନ୍ତି ମାର୍ଣ୍ଣସ୍ ଲାବୁସ୍ଚେନ୍ ଓ ଷ୍ଟିଭେନ୍ ସ୍ମିଥ୍ ।
ଅନ୍ୟପଟେ ଟେଷ୍ଟ କ୍ରିକେଟରେ ଆଜି ଭାରତ ପକ୍ଷରୁ ଦୁଇ ଖେଳାଳି ଡେବ୍ୟୁ କରିଛନ୍ତି । ଟି-୨୦ର ବିସ୍ଫୋରକ ବ୍ୟାଟସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଓ ଓ୍ବିକେଟ କିପର ବ୍ୟାଟସମ୍ୟାନ୍ କେଏସ୍ ଭରତ ଆଜି ଡେବ୍ୟୁ କରିଛନ୍ତି ।
- ଭାରତୀୟ ଏକଦାଶ: ରୋହିତ ଶର୍ମା (ଅଧିନାୟକ), କେ. ଏଲ୍. ରାହୁଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରୀକର ଭାରତ (ୱିକେଟ୍ ରକ୍ଷକ), ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍ ଅଶ୍ବିନ, ଅକ୍ଷର ପଟେଲ୍, ମହମ୍ମଦ ଶାମି ଓ ମହମ୍ମଦ ସିରାଜ।
- ଅଷ୍ଟ୍ରେଲିଆ ଏକାଦଶ: ଡେଭିଡ୍ ୱାର୍ଣ୍ଣର୍, ଉସ୍ମାନ୍ ଖ୍ବାଜା, ମାର୍ଣ୍ଣସ୍ ଲାବୁସ୍ଚେନ୍, ଷ୍ଟିଭେନ୍ ସ୍ମିଥ୍, ମ୍ୟାଟ୍ ରେନ୍ସ, ପିଟିର୍ ହ୍ୟାଣ୍ଡ୍କମ୍, ଆଲେକ୍ସ୍ କେରି (ୱିକେଟ୍ ରକ୍ଷକ), ପ୍ୟାଟ୍ କ୍ୟୁମିନ୍ସ୍ (ଅଧିନାୟକ), ଟଡ୍ ମର୍ଫି, ନାଥାନ୍ ଲିୟନ୍ ଓ ସ୍କଟ୍ ବଲାଣ୍ଡ୍ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications