Get Updates
Get notified of breaking news, exclusive insights, and must-see stories!

Border Gavaskar Trophy: ବ୍ରିସବେନ୍‌ ଟେଷ୍ଟ ମଝିରେ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ବ୍ରିସବେନ୍‌ର ଗାବାରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜର ଆଭିମୁଖ୍ୟକୁ କଡାକଡି କରିଛି । ମ୍ୟାଚର ଚତୁର୍ଥ ଦିନ ଚାଲିଛି ଏବଂ ଫଲୋଅନ୍‌କୁ ଏଡାଇବା ପାଇଁ ଟିମ ଇଣ୍ଡିଆ ସଂଘର୍ଷ କରୁଛି । ଏହି ସମୟରେ କଙ୍ଗାରୁ ଦଳ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମ୍ୟାଚର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆର ତାରକା ଦ୍ରୁତ ବୋଲର ଜୋଶ ହାଜଲେଉଡ ଆହତ ହୋଇଛନ୍ତି ।

ଭାରତ ବିପକ୍ଷ ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ହାଜଲେଉଡ ତାଙ୍କ ଗୋଡରେ ଆଘାତ କାରଣରୁ ପଡ଼ିଆ ଛାଡିଥିଲେ ଏବଂ ବର୍ତ୍ତମାନ ତାଙ୍କ ଆଘାତର ସ୍କାନ ମଧ୍ୟ ହେବ। ଚତୁର୍ଥ ଦିନ ସେ କେବଳ ଗୋଟିଏ ଓଭର ବୋଲିଂ କରିପାରିଥିଲେ । ଯନ୍ତ୍ରଣା ହେତୁ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଛି ।

Border Gavaskar Trophy

ଆଡିଲେଡରେ ଖେଳାଯାଇଥିବା ପିଙ୍କ୍‌ ବଲ ଟେଷ୍ଟରେ ହାଜଲେଉଡଙ୍କ ସ୍ଥାନରେ ଦ୍ରୁତ ବୋଲର ସ୍କଟ ବୋଲାଣ୍ଡ ଖେଳିଥିେଲେ । ଏଥିସହ ସେ ମ୍ୟାଚରେ ୫ଟି ଉଇକେଟ ନେଇଥିଲେ। ତଥାପି, ଗାବା ଟେଷ୍ଟରେ ବୋଲାଣ୍ଡଙ୍କ ବଦଳରେ ହାଜଲେଉଡ ଅଣାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+