ବାର୍ଷିକ ଚୁକ୍ତି ତାଲିକା ଜାରି କଲା ବିସିସିଆଇ: A+ କାଟାଗୋରୀରେ ରୋହିତ ଶର୍ମା, ବିରାଟ କୋହଲି, ବୁମ୍ରା
ବାର୍ଷିକ ଚୁକ୍ତି ତାଲିକା ଜାରି କଲା ବିସିସିଆଇ। A+ କାଟାଗୋରୀରେ ରୋହିତ ଶର୍ମା, ବିରାଟ କୋହଲି, ବୁମ୍ରା ।
A କାଟାଗୋରୀରେ ସିରାଜ, କେଏଲ୍ ରାହୁଲ, ଗିଲ୍, ହାର୍ଦିକ ପାଣ୍ଡ୍ୟା । ମହମ୍ମଦ ସାମୀ ଓ ରିଷଭ ପନ୍ତ A କାଟାଗୋରୀରେ ସାମିଲ । B କାଟାଗୋରୀରେ ସୂର୍ଯ୍ୟକୁମାର, କୁଲ୍ଦୀପ ଯାଦବ, ଅକ୍ଷର ପଟେଲ । ଫେରିଲେ ଶ୍ରେୟସ ଆୟର ଓ ଇଶାନ କିଶନ । ଯଶସ୍ବୀ ଜୟସ୍ବାଲ ଓ ଶ୍ରେୟସ ଆୟର B କାଟାଗୋରୀରେ ସାମିଲ ।













Click it and Unblock the Notifications