୨ପାକ୍ କ୍ରିକେଟରଙ୍କ ନାଁରେ BCCIର ଅଭିଯୋଗa; ହାରିସ୍ ରୌଫ୍ ଓ ସାହିବଜାଦା ଫରହାନଙ୍କ ନାଁରେ ଅଭିଯୋଗ
୨ପାକ୍ କ୍ରିକେଟରଙ୍କ ନାଁରେ BCCIର ଅଭିଯୋଗ । ହାରିସ୍ ରୌଫ୍ ଓ ସାହିବଜାଦା ଫରହାନଙ୍କ ନାଁରେ ଅଭିଯୋଗ କଲା BCCI। ଆଇସିସି ନିକଟରେ ଆଧିକାରିକ ଭାବେ ଅଭିଯୋଗ କଲା ବିସିସିଆଇ। ୨ ଖେଳାଳି ପଡ଼ିଆରେ ଉସୁକାଇବା ଭଳି ଆଚରଣ କରିଥିବା ଅଭିଯୋଗ।
ଆଇସିସି ଏଲିଟି ପ୍ୟାନେଲ ନିକଟରେ ହାଜର ହୋଇପାରନ୍ତି ଉଭୟ ଖେଳାଳି
। ରବିବାର ମ୍ୟାଚରେ ଅର୍ଦ୍ଧଶତକ ପରେ ସାହିବଜାଦା ଗନ୍ଫାୟାର ସେଲିବ୍ରେଶନ କରିଥିଲେ। ହାରିସ୍ ରୌଫ୍ ଅଙ୍ଗୁଳିରେ ୬-୦ର ସଙ୍କେତ ଦେଖାଇ ଭାରତୀୟଙ୍କୁ ପରିହାସ କରିଥି।













Click it and Unblock the Notifications