ବାରବାଟୀ ଟି-20: ଓଡିଶାରେ ପହଞ୍ଚିଲେ ଉଭୟ ଦେଶର ଖେଳାଳି, ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତି
ଓଡିଶାରେ ପହଞ୍ଚିଲେ ଉଭୟ ଦେଶର ଖେଳାଳି । ଉଭୟ ଭାରତୀୟ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।
ଭୁବନେଶ୍ୱର: ଓଡିଶାରେ ପହଞ୍ଚିଲେ ଉଭୟ ଦେଶର ଖେଳାଳି । ଉଭୟ ଭାରତୀୟ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟ ଦଳର ଖେଳାଳିଙ୍କୁ କଡ଼ା ସୁରକ୍ଷା ଭିତରେ ହୋଟେଲକୁ ପାଛୋଟି ନିଆଯାଉଛି ।

ଦୁଇଟି ଅତ୍ୟାଧୁନିକ ଓ ଉନ୍ନତମାନର ବସ୍ ଯୋଗେ ହୋଟେଲ ମେଫେୟାରକୁ ଖେଳାଳିମାନଙ୍କୁ ଅଣାଯିବ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ହୋଟେଲ ମେ ଫେୟାରରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।












Click it and Unblock the Notifications