Get Updates
Get notified of breaking news, exclusive insights, and must-see stories!

ବାରବାଟୀ ଲଢେଇ: ଭାରତର ତୃତୀୟ ଓ୍ୱିକେଟର ପତନ

ବାରବାଟୀରେ ଭାରତୀୟ ଟିମର ବ୍ୟାଟିଂ ବିପର୍ଯ୍ୟୟ । ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ ଘଟିଛି । ଅଭିଷେକ୍‌ ଶର୍ମା ୧୭ ରନ୍‌ କରି ସିମ୍ପାଲାଙ୍କ ଓଭର୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ଭାରତର ସ୍କୋର ୧୭ ରନ୍‌ରେ ଭାରତର ସୂର୍ଯ୍ୟକୁମାର ଯାଦବ ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ । ଲୁଙ୍ଗି ନିଗିଡିଙ୍କ ବଲ୍‌ରେ ସେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ ।

Barabati battle

ପ୍ରଥମ ଓଭରରେ ପ୍ରଥମ ଉଇକେଟର ପତନ ଘଟିଥିଲା। ଶୁବମନ ଗିଲ୍‌ ୪ ରନ କରି ଆଉଟ ହୋଇଥିଲେ। ଗିଲ୍‌ ଏବଂ ଅଭିଶେ​‌କ ଶର୍ମା ଇନିଂସ ଓପନ କରିଥିଲେ। ଅଭିଶେକ ପ୍ରଥମ ବଲରେ ସିଗଲ ରନ କରିଥିଲେ। ୨ ବଲରେ ଗିଲ୍ ଚଉକା ମାରିଥିଲେ। ୩ୟ ବଲରେ ବଡ଼ ଶଟ୍ ମାରିବାକୁ ଯାଇ ସେ ଲଙ୍ଗ ଅନ୍‌ରେ କ୍ୟାଚ ଆଉଟ୍‌ ହୋଇଯାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+