Asia Cup:୪-୧ରେ ଦକ୍ଷିଣ କୋରିଆକୁ ହରାଇ ଭାରତ ଏସିଆ କପ ଚାମ୍ପିୟନ, ବିଶ୍ୱକପରେ ସ୍ଥାନ ପକ୍କା

ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ପୁରୁଷ ହକି ଦଳ ଏସିଆ କପ ୨୦୨୫ ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟାଇଟଲ ଜିତିଛି। ଏହି ବିଜୟ ସହ ଭାରତ ଆଗାମୀ ବର୍ଷ ପାଇଁ ଏଫଆଇଏଚ ହକି ବିଶ୍ୱକପରେ ସ୍ଥାନ ନିଶ୍ଚିତ କରିଛି।

ମ୍ୟାଚରେ ଭାରତ ଆକ୍ରମଣାତ୍ମକ ଓ ନିୟନ୍ତ୍ରିତ ପ୍ରଦର୍ଶନ ଦେଖାଇଥିଲା। ସୁପର ୪ ପର୍ଯ୍ୟାୟରେ କୋରିଆ ବିପକ୍ଷେ ୨-୨ ଡ୍ର ଖେଳିଥିବା ଭାରତ ଫାଇନାଲରେ ନିଜର ଆଧିପତ୍ୟ ବଜାୟ ରଖିଥିଲା। ଏହା ପୂର୍ବରୁ ଭାରତ ଚାଇନାକୁ ୭-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଏହି ବିଜୟ ସହ ଭାରତ ୨୦୦୩, ୨୦୦୭ ଓ ୨୦୧୭ ପରେ ଚତୁର୍ଥ ଥର ଏସିଆ କପ ଟାଇଟଲ ହାସଲ କଲା, ଯେଉଁଥିରେ ଦକ୍ଷିଣ କୋରିଆର ଟାଇଟଲ ରକ୍ଷା ସ୍ଵପ୍ନ ଭାଙ୍ଗିଗଲା।

Asia Cup India beats South Korea 4-1
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+