୯ରୁ ଏସିଆ କପ୍‌ ଅଭିଯାନ, ଏକାଠି ହେବେ ଭାରତୀୟ ଖେଳାଳି

ୟୁଏଇରେ ଚଳିତ ମାସ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଘୋଷଣା ହୋଇଥିବା ୧୫ଜଣିଆ ଭାରତୀୟ ଦଳର ଖେଳାଳିମାନେ ‌ଗୁରୁବାର ଦୁବାଇରେ ଏକାଠି ହେବେ । ଏକାଠି ଯିବା ପରିବର୍ତ୍ତେ ନିଜ ନିଜ ସହରରୁ ପର୍ଯ୍ୟାୟକ୍ରମେ ସେଠାରେ ପହଞ୍ଚିବେ । ଗୁରୁବାର ସଂଧ୍ୟାସୁଦ୍ଧା ଖେଳାଳିମାନେ ପହଞ୍ଚିବା ପରେ ଶୁକ୍ରବାରଠାରୁ ଦୁବାଇସ୍ଥିତ ଆଇସିସି ଏକାଡେମିରେ ଅଭ୍ୟାସ ଆରମ୍ଭ କରିବେ । ୫ଦିନର ଅଭ୍ୟାସ ପରେ ପ୍ରଥମ ମ୍ୟାଚ୍‌ରେ ୧୦ ତାରିଖ ଦିନ ୟୁଏଇକୁ ଭେଟିବେ ।
ଭାରତୀୟ ଦଳ ତା'ର ଦ୍ୱିତୀୟ ତଥା ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୧୪ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଖେଳିବ । ଏହି ମ୍ୟାଚ୍‌କୁ ନେଇ ଏବେ ବି ସଂଶୟ ଜାରି ରହିଥିଲା ବେଳେ ଭାରତ ସରକାର ଏହାକୁ ବିରୋଧ କରିବେ ନାହିଁ ବୋଲି ସଙ୍କେତ ମିଳିଛି । ଯାହା ବିସିସିଆଇ ପାଇଁ ଆଶ୍ବସ୍ତିକର ଖବର ହୋଇଛି । ସୁପର-୪ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆ ୧୯ ତାରିଖରେ ନିଜ ତୃତୀୟ ତଥା

Asia Cup campaign from 9th
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+