Get Updates
Get notified of breaking news, exclusive insights, and must-see stories!

Asia Cup Final, PAK vs SL LIVE: ହାରିଲା ପାକିସ୍ତାନ, 23 ରନରେ ଜିତିଲା ଶ୍ରୀଲଙ୍କା

ଆରମ୍ଭ ହୋଇ ସାରିଛି ଏସିଆ କପ୍ ମହାଲଢେଇ । ଏସିଆ କପ୍ 2022 ଟୁର୍ଣ୍ଣାମେଣ୍ଟର ସମସ୍ତ ଲାଇଭ୍ ଅପଡେଟ୍ ଏଠାରେ ଦେଖନ୍ତୁ...

Asia Cup 2022: ଅନ୍ତିମ ପର୍ଯ୍ୟାୟରେ ଏସିଆ କପ୍ ଲଢେଇ । ଆଜି ଖେଳାଯାଉଛି ଏସିଆ କପର ଫାଇନଲା ଫାଇଟ୍ । ସୁପର ସଣ୍ଡେରେ ପାକିସ୍ତାନ ବନାମ ଶ୍ରୀଲଙ୍କା ମହା ମୁକାବିଲା । ଏସିଆ କପର ଅନ୍ତିମ ସୁପର-4 ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଥିବା ଦାସୁନ ଶଣକାଙ୍କ ସିଂହଳୀ ସେନା ରବିବାର ସମାନ ପ୍ରଦର୍ଶନ କରିବାକୁ ଆଶା ବାନ୍ଧିଛି । ତେବେ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜାମ । ଏସିଆ କପ୍ 2022 ଟୁର୍ଣ୍ଣାମେଣ୍ଟର ସମସ୍ତ ଲାଇଭ୍ ଅପଡେଟ୍ ଏଠାରେ ଦେଖନ୍ତୁ...

Asia Cup Final, PAK vs SL

Sep 11, 2022, 11:32 pm IST

ଦେଶରେ ଅର୍ଥନୈତିକ ସଙ୍କଟ । କିନ୍ତୁ କ୍ରିକେଟ୍ ପଡିଆରେ ଦମ୍ ଦେଖାଇଲା ସିଂହଳୀ ସେନା । ପାକିସ୍ତାନକୁ 23 ରନରେ ହରାଇ ଷଷ୍ଠ ଥର ପାଇଁ ଚାମ୍ପିଅନ ବନିଲା ଶ୍ରୀଲଙ୍କା । ସିଂହଳୀ ସେନା ଧାର୍ଯ୍ୟ କରିଥିବା 171 ରନର ବିଜୟ ଲକ୍ଷ୍ୟକୁ ପିଛା କରି 147ରନରେ ଅଲଆଉଟ୍ ହୋଇଗଲା ପାକିସ୍ତାନ ।
Sep 11, 2022, 11:23 pm IST

ହାରିଲା ପାକିସ୍ତାନ, 23 ରନରେ ଜିତିଲା ଶ୍ରୀଲଙ୍କା
Sep 11, 2022, 11:21 pm IST

ବିଜୟର ଦ୍ବାର ଦେଶରେ ଶ୍ରୀଲଙ୍କା
Sep 11, 2022, 10:16 pm IST

ଏସିଆ କପ୍‌ ଫାଇନାଲ: ଅଜବ ଓଭର, ବୋଲିଂ ହୋଇନି ଗୋଟିଏ ବଲ, ବ୍ୟୟ ହେଲା 9 ରନ
Sep 11, 2022, 10:03 pm IST

171 ରନର ପିଛା କରୁଥିବା ପାକିସ୍ତାନ ଆରମ୍ଭ 5 ଓଭରରେ 2 ୱିକେଟ ହରାଇ 32 ରନ କରି ପାରିଛି ।
Sep 11, 2022, 7:26 pm IST

ତେବେ ବିଗତ ୪ଟି ମ୍ୟାଚରେ ଟସ୍ ଜିତି ସଫଳ ପଶ୍ଚାତଧାବନ କରିଥିବା ଶ୍ରୀଲଙ୍କା ଫାଇନାଲ ଫାଇଟରେ ଟସ ହାରିବା ପରେ କଣ ହେଉଛି ଫଳାଫଳ, ତାହା କେବଳ ଦେଖଇବାକୁ ବାକି ରହିଲା ।
Sep 11, 2022, 7:23 pm IST

ପାକିସ୍ତାନ ଏକାଦଶ: ମହମ୍ମଦ ରିଜୱାନ୍ (ୱିକେଟକିପର), ବାବର ଆଜାମ (ଅଧିନାୟକ), ଫଖର ଜମାନ, ଇଫ୍ଟିଖର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ନୱାଜ, ଶାଦବ ଖାନ, ଆସିଫ ଅଲି, ହରିସ ରାଉଫ, ନାସିମ ଶାହା, ମହମ୍ମଦ ହସେନ ।
Sep 11, 2022, 7:17 pm IST

ଶ୍ରୀଲଙ୍କା ଏକାଦଶ: ପୃଥମ୍ ନିସଙ୍କା, କୁସାଲ ମେଣ୍ଡିସ୍ (ୱିକେଟକିପର), ଦାନୁଷ୍କା ଗୁଣତିଲକ, ଧନଞ୍ଜୟ ଦେ ସିଲଭା, ଭାନୁକା ରାଜପକ୍ସା, ଦାସୁନ୍ ଶାନକା (ଅଧିନାୟକ), ୱାନିନ୍ଦୁ ହାସରଙ୍ଗା, ଚାମିକା କରୁଣାତ୍ନେ, ପ୍ରମୋଦ ମଦୁଶାନ୍, ମହେଶ ତୀକ୍ଷ୍ଣା, ଦିଲଶାନ ମଧୁଶଙ୍କା ।
Sep 11, 2022, 7:08 pm IST

ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା
Sep 08, 2022, 10:53 pm IST

101 ରନରେ ଜିତିଲା ଭାରତ, ବିଜୟ ସହ ଅଭିଯାନ ଶେଷ କଲା ଡିଫେଣ୍ଡିଂ ଚାମ୍ପିଅନ୍
Sep 08, 2022, 9:43 pm IST

71 ତମ ଶତକ ହାସଲ କଲେ କୋହଲି, ଆଫଗାନ ଟିମ ଆଗରେ 213 ରନ ବିଜୟ ଲକ୍ଷ୍ୟ
Sep 06, 2022, 8:36 pm IST

ପ୍ରଥମରୁ କେଏଲ ରାହୁଲ ଫେଲ ମାରିଥିବା ବେଳେ ଖାତା ଖୋଲି ପାରି ନାହାନ୍ତି ବିରାଟ କୋହଲି । ତେବେ ଖୁସିର କଥା ଯେ, ଅଧିନାୟକ ରୋହିତ୍ ଶର୍ମା ବ୍ୟକ୍ତିଗତ ଅର୍ଦ୍ଧଶତକ ପୂରଣ କରିସାରିଛନ୍ତି । ସୂର୍ଯ କୁମାର ଯାଦବ ତାଙ୍କ ସାଥ୍ ଦେଉଛନ୍ତି ।
Sep 06, 2022, 8:34 pm IST

11 ଓଭର ଶେଷ ସୁଦ୍ଧା ଭାରତୀୟ ଦଳର ସ୍କୋର 91/2
Sep 06, 2022, 7:24 pm IST

ଭାରତୀୟ ଏକାଦଶ : ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ।
Sep 06, 2022, 7:24 pm IST

ଶ୍ରୀଲଙ୍କା ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ଏଥି ସହିତ ଭାରତୀୟ ଦଳ ଏକ ପରିବର୍ତ୍ତନ ହୋଇଛି । ଅଶ୍ୱିନଙ୍କୁ ବିଷ୍ଣୋଇଙ୍କ ସ୍ଥାନରେ ସୁଯୋଗ ମିଳିଛି।
Sep 06, 2022, 7:22 pm IST

ମ୍ୟାଚରେ ଆରମ୍ଭରୁ ଶ୍ରୀଲଙ୍କା ଅଧିନାୟକ ଦାସୁନ୍ ଶାନାକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ।
Sep 06, 2022, 7:20 pm IST

ଟସ୍ ଜିତିଲା ଶ୍ରୀଲଙ୍କା, ପ୍ରଥମେ ବ୍ୟାଟିଂ କରିବ ଭାରତ
Sep 04, 2022, 9:22 pm IST

କୋହଲିଙ୍କ କମାଲ୍, ପାକିସ୍ତାନ ଆଗରେ 182 ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ
Sep 04, 2022, 7:29 pm IST

ପାକିସ୍ତାନ: ମହମ୍ମଦ ରିଜୱାନ, ବାବର ଆଜାମ, ଫଖର ଜମାନ, ଖୁସଦିଲ ଶାହା, ଇଫ୍ଟିଖର ଅହମ୍ମଦ, ଶାଦବ ଖାନ, ଆସିଫ ଅଲି, ମହମ୍ମଦ ନୱାଜ, ହରିସ ରାଉଫ, ନାସିମ ଶାହା, ମହମ୍ମଦ ହସେନ ।
Sep 04, 2022, 7:29 pm IST

ଭାରତ: କେଏଲ୍ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡା, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ରବି ବିଷ୍ଣୁ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ ।
Sep 04, 2022, 7:27 pm IST

ଗୋଟିଏ ସପ୍ତାହ ମଧ୍ୟରେ ଦୁଇଥର ଭେଟଘାଟ୍ ହେବ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ । ଗତ ମ୍ୟାଚରେ ବିରୋଧୀ ପାକିସ୍ତାନକୁ ୫ ୱିକେଟରେ ମାତ୍ ଦେଇଥିଲା ଭାରତ । ଭାରତ ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ଦୁଇଟି ଯାକ ମ୍ୟାଚ୍ ଜିତି ଅପରାଜେୟ ସହ ସୁପର-୪ରେ ପହଞ୍ଚିଛି ।
Sep 04, 2022, 7:23 pm IST

ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ କରିବ ଭାରତ
Sep 04, 2022, 7:22 pm IST

ପ୍ରଥମେ ବ୍ୟାଟିଂ କରୁଛି ଭାରତ, ହୁଡ୍ଡା-ବିଷ୍ଣୋଇଙ୍କୁ ସୁଯୋଗ
Sep 01, 2022, 7:03 pm IST

ଟସ୍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି
Aug 31, 2022, 10:57 pm IST

ହଂକଂକୁ 40 ରନରେ ପରାସ୍ତ କଲା ଟିମ ଇଣ୍ଡିଆ, ସୁପର-4 ରେ ସ୍ଥାନ ପକ୍କା
Aug 31, 2022, 10:45 pm IST

ବିଜୟର ଦ୍ବାର ଦେଶରେ ଟିମ ଇଣ୍ଡିଆ । ହଂକଂକୁ ଆବଶ୍ୟକ 15 ବଲରେ 77 ରନ ।
Aug 31, 2022, 10:33 pm IST

ଶେଷ 5 ଓଭରରେ ହଂକଂକୁ ଆବଶ୍ୟକ 87 ରନ ।
Aug 31, 2022, 10:31 pm IST

ହଂକଂର 100 ରନ ପାର୍ ।
Aug 31, 2022, 9:15 pm IST

ହଂକଂ ଆଗରେ 193 ରନ୍ ବିଜୟ ଲକ୍ଷ୍ୟ ରଖିଲା ଭାରତ
Aug 31, 2022, 8:48 pm IST

ଦ୍ଵିତୀୟ ୱିକେଟ ଭାବେ kl ରାହୁଲ 36 ରନ୍ କରି ଆଉଟ୍
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+