ଏସିଆ କପ ୨୦୨୨: ଅଗଷ୍ଟ ୨୮ରେ ଭାରତ-ପାକିସ୍ତାନ ବିଗ୍ ଫାଇଟ୍

ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି ବିଗ୍ ଫାଇଟ୍ । ଆସନ୍ତା ଏସିଆ କପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱି ଭାରତ ବନାମ ପାକିସ୍ତାନ । ଏନେଇ ଆଜି ବିସ୍ତୃତ ଖେଳସୂଚୀ ପ୍ରକାଶ ପାଇଛି ।

ନୂଆଦିଲ୍ଲୀ: ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି ବିଗ୍ ଫାଇଟ୍ । ଆସନ୍ତା ଏସିଆ କପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱି ଭାରତ ବନାମ ପାକିସ୍ତାନ । ଏନେଇ ଆଜି ବିସ୍ତୃତ ଖେଳସୂଚୀ ପ୍ରକାଶ ପାଇଛି । ବିସିସିଆଇ ସଚିବ ଜୟ ଶାହା ତାଲିକା ଘୋଷଣା କରିଛନ୍ତି । ଅଗଷ୍ଟ ୨୭ରୁ ଚଳିତ ଏସିଆ କପର ଶୁଭାରମ୍ଭ ହେବ । ତେବେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ଅଗଷ୍ଟ ୨୮ରେ ମୁହାଁମୁହିଁ ହେବେ ।

Asia Cup 2022

ଟି-୨୦ ଫର୍ମାଟରେ ଖେଳାଯିବ ଏସିଆ କପ । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କ ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହେବେ । ଦୁବାଇରେ ଚଳିତ ଥର ଏସିଆ କପର ମ୍ୟାଚ ଖେଳାଯିବ । ଅଗଷ୍ଟ ୨୭ରୁ ୩୧ ଯାଏ ଗ୍ରୁପ ପର୍ଯ୍ୟାୟ ଖେଳାଯିବ । ଏହା ପରେ ସୁପର-୪ ମ୍ୟାଚ ଖେଳାଯିବ । ସେହିଭଳି ସେପ୍ଟେମ୍ବର ୩ରୁ ସେପ୍ଟେମ୍ବର ୯ ଯାଏ ଏହି ମ୍ୟାଚ ଖେଳାଯିବ । ସେହିଭଳି ସେପ୍ଟେମ୍ବର ୧୧ରେ ଫାଇନାଲ ମ୍ୟାଚ ଖେଳାଯିବ ।

asia cup
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+