Get Updates
Get notified of breaking news, exclusive insights, and must-see stories!

T-20 World Cup 2024: ୧୫ ଜଣିଆ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ

ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ । ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ମିଚେଲ ମାର୍ଶଙ୍କ ଅଧିନାୟକତ୍ୱ ଅଧୀନରେ ପଡ଼ିଆକୁ ଓହ୍ଲାଇବ। ସେହିପରି ଆଫଗାନିସ୍ତାନ ରସିଦ ଖାନଙ୍କ ନେତୃତ୍ବରେ । ଏହିପରି ଅନେକ ଖେଳାଳି ଦଳରେ ସ୍ଥାନ ପାଇଛନ୍ତି, ଯେଉଁମାନେ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି।

ଟ୍ରାଭିସ ହେଡ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି। ଏହା ବ୍ୟତୀତ ଦଳର ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ପ୍ୟାଟ କମିନ୍ସଙ୍କୁ ମଧ୍ୟ ଦଳର ଏକ ଅଂଶ କରାଯାଇଛି ।

ପ୍ୟାଟ କମିନ୍ସ ବର୍ତ୍ତମାନ ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟିକତ୍ୱ କରୁଛନ୍ତି। ୨୦୨୧ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଏଥର ମଧ୍ୟ ଅଷ୍ଟ୍ରେଲିଆ ଟାଇଟଲ ଜିତିବା ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ହେବ।

ଅଷ୍ଟ୍ରେଲିଆ ଦଳ

ମିଚେଲ ମାର୍ଶ (ଅଧିନାୟକ), ପ୍ୟାଟ କମିନ୍ସ, ଆଷ୍ଟନ ଅଗର, ଟିମ ଡେଭିଡ, ନାଥାନ ଏଲିସ, କ୍ୟାମେରନ ଗ୍ରୀନ, ଜୋସ ହାଜଲେଉଡ, ଟ୍ରାଭିସ ହେଡ, ଜୋସ ଇଂଲିସ, ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ଡେଭିଡ ୱାର୍ନର ଏବଂ ଆଡାମ ଜାମ୍ପା

Afghanistan and Australia

ଆଫଗାନିସ୍ତାନ ଦଳ: ରହମାନୁଲ୍ଲା ଗୁରୁବାଜ (ୱିକେଟ କିପର), ଇବ୍ରାହିମ ଜାଦ୍ରାନ, ଆଜମତୁଲ୍ଲା ଓମାରଜାଇ, ନଜିବୁଲ୍ଲା ଜାଦ୍ରାନ, ମହମ୍ମଦ ଇଶାକ, ମହମ୍ମଦ ନବୀ, ଗୁଲବାଦ୍ଦିନ ନାଏବ, କରିମ ଜନତ, ରସିଦ ଖାନ (ଅଧିନାୟକ), ନଙ୍ଗୟାଲ ଖାରୋଟି, ମୁଜିବ ଉର ରହମାନ, ନୁରହ ଅହମ୍ମଦ ହକ୍, ଫଜଲହକ୍ ଫାରୁକି, ଫରେଦ ଅହମ୍ମଦ ମଲିକ

ରିଜର୍ଭ: ସେଦିକ ଅଟଲ, ହଜରତୁଲ୍ଲା ଜାଜାଇ, ସଲିମ ସଫି

ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ) , ବିରାଟ କୋହଲି, ଜୟସୱାଲ, ସୂର୍ଯ୍ୟ କୁମାର ଯାଦବ , ରିଷଭ ପନ୍ତ (ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଶିଭମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂହ , ଜସ୍ପ୍ରିତ ବୁମରା ଏବଂ ମହମ୍ମଦ ସିରାଜ

ଦକ୍ଷିଣ ଆଫ୍ରିକାର ଦଳ: ଆଡେନ ମାର୍କ୍ରାମ (ଅଧିନାୟକ), ଓଟେନିଲ ବାର୍ଟମ୍ୟାନ୍, ଜେରାଲ୍ଡ କୋଟଜି, କ୍ୱିଣ୍ଟନ୍ ଡି କକ୍, ବିଜର୍ନ ଫୋର୍ଟୁଇନ୍, ରେଜା ହେଣ୍ଡ୍ରିକ୍ସ, ମାର୍କୋ ଜାନସେନ୍, ହେନ୍ରିଚ୍ କ୍ଲାସେନ୍, କେଶବ ମହାରାଜ, ଡେଭିଡ ମିଲର, ଅନ୍ରିଚ୍ ନର୍ଟେ, କାଗିସୋ ରାବାଡା, ରିଆନ୍ ରିକେଲଟନ୍, ଟାବ୍ରାଇଜ୍ ଶାମସି, ଟ୍ରାଇଷ୍ଟାନ୍ ଷ୍ଟବ୍ସ୍

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+