ଆଜିଠୁ ଆରମ୍ଭ ୪୫ତମ ଫିଡେ ଚେସ୍ ଅଲମ୍ପିଆଡ୍ ୨୦୨୪

FIDE Chess Olympiad Budapest 2024: ୪୫ ତମ ଫିଡେ ଚେସ୍ ଅଲମ୍ପିଆଡ୍ ପ୍ରତିଯୋଗିତା ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟ ଠାରେ ଆଜିଠାରୁ ଆରମ୍ଭ ହେଉଛି । ୧୯୩ଟି ରାଷ୍ଟ୍ରର ୧୮୦୦ ପ୍ରତିଯୋଗୀ ଏଥିରେ ଭାଗ ନେଉଛନ୍ତି । ମହିଳା ବର୍ଗ ପ୍ରତିଯୋଗିତାରେ ୧୮୧ ଜଣ ଅଂଶଗ୍ରହଣ କରୁଛନ୍ତି । ଭାରତ ଏହି ପ୍ରତିଯୋଗିତା ରେ ଏକ ଦୃଢ଼ ଦଳ ଭାବେ ଅଂଶଗ୍ରହଣ କରୁଛି ।

ଡି.ଗୁକେଶ, ଅର୍ଜୁନ ଏରିଗେଇସି, ଆର୍. ପ୍ରଗ୍‌ନାନ୍ଧା, ବିଦିତ୍ ଗୁଜୁରାଠୀ, ପି, ହରିକ୍ରିଷ୍ଣନ୍ ଭାରତୀୟ ଦଳର ପ୍ରତିନିଧିତ୍ବ କରୁଛନ୍ତି । ସେହିପରି ଭାରତ ପକ୍ଷରୁ ମହିଳା ଦଳରେ ଦ୍ରୋନାଭାଲି ହରିକା, ଆର୍, ବୈଶାଳୀ, ଦିବ୍ୟା ଦେଶମୁଖ, ଭଣ୍ଟିକା ଅଗ୍ରୱାଲ ଏବଂ ତାନିଆ ସଚଦେବ ପ୍ରତିଯୋଗିତା ରେ ଅଂଶଗ୍ରହଣ କରୁଛନ୍ତି ।

Chess Olympiad Budapest 2024

ଏହି ପ୍ରତିଯୋଗିତାର ପୂର୍ବ ସଂସ୍କାରଣ ଭାରତ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓପନ୍ ଏବଂ ମହିଳା ବର୍ଗରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+