Get Updates
Get notified of breaking news, exclusive insights, and must-see stories!

ଦିନକରେ ବିକ୍ରି ହେଲା ୧୦ହଜାର ଟିକେଟ୍, ଏବେ ଅପେକ୍ଷା ୯ ତାରିଖକୁ

ଦିନକରେ ସରିଗଲା ୧୦ହଜାର ଟିକେଟ୍ । ଶେଷ ହେଲା ବାରବାଟୀ ଟିକେଟ ବିକ୍ରି । ଏବେ ଅପେକ୍ଷା ୯ ତାରିଖକୁ । ଫଟାଫଟ ମ୍ୟାଚ୍ ଅପେକ୍ଷାରେ ଦର୍ଶକ । ଯିଏ ପାଇଲା ଖୁସ ଆଉ ଯିଏ ନ ପାଇଲା ମନ ଦୁଃଖ କରି ଘରକୁ ଫେରିଲା । ଇଣ୍ଡିଆ ଓ ସାଉଥ ଆଫ୍ରିକା ମଧ୍ୟରେ ଆସନ୍ତା ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା T 20 ମ୍ୟାଚ ପାଇଁ ଅଫଳାଇନରେ ଟିକେଟ ବିକ୍ରି ଶେଷ ହୋଇଛି ।

barabati stadium

ଏହା ପୂର୍ବରୁ ଡିସେମ୍ବର ୧ରେ ଅନଲାଇନରେ ୨ ହଜାର ଟିକେଟ ବିକ୍ରି କରାଯାଇଥିଲା । ଡିସେମ୍ବର ୩ ଓ୪ ତାରିଖରେ ଓସିଏ ଅନୁବନ୍ଧିତ ସଂଘ ଙ୍କୁ ଟିକେଟ ବିକ୍ରି କରାଯାଇଥିଲା । ଟିକେଟ ବିକ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କଟକ ଡିସିପି ନିଜେ ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ମ୍ୟାଚ ଦିନ ୪୦ ପ୍ଲାଟୁନ ଫୋର୍ସ ସୁରକ୍ଷାରେ ନିୟୋଜିତ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+