For Quick Alerts
Turn On Notification  
For Daily Alerts
Oneindia App Download

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା : ଜୋ ବାଇଡେନ୍ ହେଲେ 46ତମ ରାଷ୍ଟ୍ରପତି

ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି | ସେ 284 ଇଲେକ୍ଟୋରାଲ ଭୋଟ ପାଇ ବିଜୟ ଲାଭ କରିଛନ୍ତି |

|

ଓ୍ୱାସିଙ୍ଗଟନ୍ (ଡିସି): ଆମେରିକା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି | ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି | ସେ 284 ଇଲେକ୍ଟୋରାଲ ଭୋଟ ପାଇ ବିଜୟ ଲାଭ କରିଛନ୍ତି |

JO Biden-Kamala Harris
ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍ ଆମେରିକାର ପ୍ରଥମ ମହିଳା ଓ କୃଷ୍ଣକାୟ ଉପ ରାଷ୍ଟ୍ରପତି ହୋଇପାରନ୍ତି | ପେନସିଲଭାନିଆରେ ଜିତିବା ପରେ ଜୋ ବାଇଡେନ୍ ରାଷ୍ଟ୍ରପତି ହେବା ନେଇ ନିଶ୍ଚିତ ହୋଇଥିଲା | ଅନ୍ୟପକ୍ଷରେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ 214 ଇଲେକ୍ଟୋରାଲ ଭୋଟ ପାଇଛନ୍ତି |
ରାଷ୍ଟ୍ରପତି ଆସନରେ ବସିବାକୁ ଅତିକମରେ 270 ଇଲେକ୍ଟୋରାଲ ଭୋଟ ହାସଲ କରିବାକୁ ଥିଲା |

ବାଇଡେନ ପୂର୍ବରୁ ବାରାକ୍ ଓବାମାଙ୍କ ସରକାର ସମୟରେ ଉପରାଷ୍ଟ୍ରପତି ଥିଲେ |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Jo Biden beats Donald Trump, Became 46th president of USA.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X