For Quick Alerts
For Daily Alerts
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନା ସଂକ୍ରମିତ, ଟ୍ୱିଟ୍ କରି ଦେଲେ ସୂଚନା
ଭୁବନେଶ୍ୱର : କରୋନା ସଂକ୍ରମିତ ହୋଇଛନ୍ତି ବିରୋଧୀ ଦଳ ନେତା । ବିଜେପି ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ କରୋନା ସଂକ୍ରମିତ ହୋଇଥିବା ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସେ ଟ୍ୱିଟ୍ କରି ଲେଖିଛନ୍ତି, "ଲଗାତାର କୋଭିଡ୍ ଟେଷ୍ଟ ପରେ ସେ ସଂକ୍ରମିତ ହୋଇଛି । ବିଗତ 5 ଦିନ ମଧ୍ୟରେ ମୋ ସହ ସମ୍ପର୍କରେ ଆସିଥିବା ଲୋକ କୋଭିଡ୍ ଟେଷ୍ଟ କରାଇବା ସହ ନିଜକୁ ସଙ୍ଗରୋଧ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ।"
After getting repeated test for Covid-19, my report has come out positive.
All those who have come in contact with me in the last 5 days may please get themselves tested and self isolate & take necessary precautions.@IPR_Odisha @BJP4Odisha @otvnews @kanak_news @ZeeOdisha
— Pradipta Kumar Naik (@pradiptanaikbjp) April 19, 2021
English summary
Opposition Leader Pradipta Kumar Naik Tested COVID Positive.
Story first published: Monday, April 19, 2021, 11:51 [IST]


Click it and Unblock the Notifications