For Quick Alerts
For Daily Alerts
UP Assembly Election 2022 : ଦ୍ୱିତୀୟ ପର୍ଯ୍ୟାୟ ପାଇଁ 51 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲେ ମାୟାବତୀ
ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ 2022 ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ 51 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛନ୍ତି । ଏହି ସମୟରେ ମାୟାବତୀ କାର୍ଯ୍ୟକର୍ତ୍ତାଙ୍କୁ ଏକ ନୂତନ ସ୍ଲୋଗାନ ଦେଇଛନ୍ତି ।

ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି, 'ହର ପୋଲିଂ ବୁଥ କୁ ଜିତାଇବାକୁ ହେବ, ବିଏସପି କୁ କ୍ଷମତାକୁ ଆଣିବାକୁ ପଡିବ' । ସେ କହିଛନ୍ତି ମୁଁ ଆଶା କରୁଛି ପାର୍ଟି କର୍ମୀମାନେ କଠିନ ପରିଶ୍ରମ କରିବେ ଏବଂ 2007 ଭଳି ବିଏସପି ସରକାର ଗଠନ କରିବେ ।
ସୂଚନାଯୋଗ୍ୟ, ଆସନ୍ତା ପେବୃଆରୀ 10 ତାରିଖ ରୁ ମାର୍ଚ୍ଚ 7 ତାରିଖ ମଧ୍ୟରେ ସାତଟି ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ବିଧାନସବା ନିର୍ବାଚନ ପାଇଁ ମତଦାନ ହେବ । ଏହା ପରେ ମାର୍ଚ୍ଚ 10 ତାରିଖରେ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରା ସରିଛି ।
Comments
politics uttar pradesh uttar pradesh assembly election 2022 assembly election 2022 bsp mayawati ଉତ୍ତର ପ୍ରଦେଶ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ 2022 ବିଧାନସଭା ନିର୍ବାଚନ 2022 ମାୟାବତୀ ବିଏସପି
English summary
BSP Chief Mayawati Released 51 Candidates List For Second Phase election
Story first published: Saturday, January 22, 2022, 13:37 [IST]