Home / Photos
ବାହୁଡ଼ା ଯାତ୍ରାରେ ରଥ, ପଥ, ଜଗନ୍ନାଥଙ୍କ କିଛି ବେଶେଷ ମୁହୂର୍ତ୍ତ
By Tanmaya Guin
ବାହୁଡ଼ା ଯାତ୍ରାରେ ରଥ, ପଥ, ଜଗନ୍ନାଥଙ୍କ କିଛି ବେଶେଷ ମୁହୂର୍ତ୍ତ
Ratha Yatra 2022 : Photos of Bahuda Yatra
1/10
Share
ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ।
2/10
Share
ପହଣ୍ଡିରେ ଭକ୍ତ ବାହୁରେ ଝୁଲି ଝୁଲି ଆସୁଛି କଳା କାହ୍ନୁ
3/10
Share
ବଡ଼ ଦେଉଳକୁ ଗୁଣ୍ଡିଚା ଛାଡ଼ି ବାହାରକୁ ଆସିଛନ୍ତି ପ୍ରଭୁ ଜଗନ୍ନାଥ
4/10
Share
ସଫା ଆକାଶ ତଳେ ଠାକୁରଙ୍କ ଅପେକ୍ଷାରେ ରଥ ଆଉ ପଥ
5/10
Share
ଶରଧା ବାଲିରେ ତିନି ରଥ ।
6/10
Share
ଭକ୍ତ ଭିଡକୁ ପୁଣି ଫେରିଛି କାଳିଆ ଠାକୁର ।
7/10
Share
ଶରଧା ବାଲିରେ ଭାବ ୃର ଠାକୁରକୁ ନିଜ ନୃତ୍ୟରେ ମନୋରଞ୍ଜନ କରାଉଛନ୍ତି ନୃତ୍ୟଶିଳ୍ପୀ ।
8/10
Share
ଗୁଣ୍ଡିଚାରୁ ବଡ଼ ଦେଉଳ ଯିବାକୁ ରଥକୁ ଆସୁଛନ୍ତି ମା ସୁଭଦ୍ରା ।
9/10
Share
ନୀଳ ଆକାଶ ତଳେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ତିନି ରଥ ।


Click it and Unblock the Notifications