bredcrumb

ପଦ୍ମବିଭୂଷଣ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କୁ ମିଳିଥିବା ଜାତୀୟ ସମ୍ମାନ

By
| Updated: Monday, May 10, 2021, 17:02 [IST]
ନିରବିଗଲା ନିହାଣ । ଅଧୁରା ରହିଗଲା ଦ୍ୱିତୀୟ କୋଣାର୍କ ନିର୍ମାଣର ସ୍ୱପ୍ନ । କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର । ଭାସ୍କର୍ଯ୍ୟ କ୍ଷେତ୍ରରେ ଜୀବନବ୍ୟାପି ସାଧାନା ପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ।
ପଦ୍ମବିଭୂଷଣ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କୁ ମିଳିଥିବା ଜାତୀୟ ସମ୍ମାନ
1/7
2006 ମସିହାରେ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ଠାରୁ ଶିଳ୍ପୀଗୁରୁ ସମ୍ମାନ ଗ୍ରହଣ କରୁଛନ୍ତି
ପଦ୍ମବିଭୂଷଣ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କୁ ମିଳିଥିବା ଜାତୀୟ ସମ୍ମାନ
2/7
ତତ୍କାଳିନ ଉପରାଷ୍ଟ୍ରପତି ବିଡି ଯତିଙ୍କ ସହିତ ଏକ ବିଶେଷ ମୁହୂର୍ତ୍ତରେ 
ପଦ୍ମବିଭୂଷଣ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କୁ ମିଳିଥିବା ଜାତୀୟ ସମ୍ମାନ
3/7
ରାଷ୍ଟ୍ରପତି ଭିଭି ଗିରିଙ୍କ ଠାରୁ ପଥର ଖୋଦେଇ ପାଇଁ ଜାତୀୟ ପୁରଷ୍କାର ଗ୍ରହଣ କରୁଛନ୍ତି
ପଦ୍ମବିଭୂଷଣ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କୁ ମିଳିଥିବା ଜାତୀୟ ସମ୍ମାନ
4/7
2001 ମସିହାରେ ରାଷ୍ଟ୍ରପତି କେଆର ନାରାୟଣଙ୍କ ଠାରୁ ପଦ୍ମଭୂଷଣ ସମ୍ମାନ ଗ୍ରହଣ କରୁଛନ୍ତି । 
ପଦ୍ମବିଭୂଷଣ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କୁ ମିଳିଥିବା ଜାତୀୟ ସମ୍ମାନ
5/7
ଦେଶର ରୋପ୍ୟ ଜୟନ୍ତୀ ଅବସରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଠାରୁ ମେରିଟ୍ ଆଓ୍ୱାର୍ଡ ଗ୍ରହଣ କରୁଛନ୍ତି 
ପଦ୍ମବିଭୂଷଣ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କୁ ମିଳିଥିବା ଜାତୀୟ ସମ୍ମାନ
6/7
1974ରେ ରାଷ୍ଟ୍ରପତି ଫକିରୁଦ୍ଦିନ ଅଲି ଅହମଦଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରୁଛନ୍ତି
ପଦ୍ମବିଭୂଷଣ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କୁ ମିଳିଥିବା ଜାତୀୟ ସମ୍ମାନ
7/7
ପଦ୍ମବିଭୂଷଣ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି । ଜୀବନବ୍ୟାପି ଭାଷ୍କର୍ଯ୍ୟ ସ୍ଥପତି ପାଇଁ ତାଙ୍କୁ ମିଳିଥିଲା ଅନେକ ସମ୍ମାନ । 
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X