Home / Photos
ମନ୍ଦିରମାଳିନୀ ଭୁବନେଶ୍ୱରର ପ୍ରାଚୀନ ମନ୍ଦିର
By Tanmaya Guin
Ancient Temples In Bhubaneswar
ମନ୍ଦିରମାଳିନୀ ଭୁବନେଶ୍ୱରର ପ୍ରାଚୀନ ମନ୍ଦିର
1/9
Share
ଅଷ୍ଟମ ଶତାବ୍ଦୀରେ ନିର୍ମିତ ବଇତାଳ ଦେଉଳ ।
2/9
Share
ଖ୍ରୀଷ୍ଟାବ୍ଦ 1058-1060 ମଧ୍ୟରେ ନିର୍ମିତ ବ୍ରହ୍ମେଶ୍ୱର ମନ୍ଦିର ।
3/9
Share
ଦଶମ ଶତାବ୍ଦୀରେ ନିର୍ମିତ ମୁକ୍ତେଶ୍ୱର ମନ୍ଦିର
4/9
Share
9 ଫୁଟ୍ ଉଚ୍ଚ ଥିବା ଭାସ୍କରେଶ୍ୱର ମନ୍ଦିର ।
5/9
Share
ଭୁବନେଶ୍ୱରର ସର୍ବ ବୃହତ ହିନ୍ଦୁ ମନ୍ଦିର, ଲିଙ୍ଗରାଜ ମନ୍ଦିର ଏକାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିଲା ।
6/9
Share
ଲିଙ୍ଗରାଜ ମନ୍ଦିର ପରି ଦେଖାଯାଉଥିବା ରାଜାରାଣୀ ମନ୍ଦିର ଏକାଦଶ ଶତାବ୍ଦୀର କାଲିଙ୍ଗ ସ୍ଥାପତ୍ୟର ଆଉ ଏକ ମହାନ ଉଦାହରଣ ।
7/9
Share
ପର୍ଶୁରାମେଶ୍ୱର ମନ୍ଦିର ଭୁବନେଶ୍ୱର ପ୍ରାଚୀନ ମନ୍ଦିର ମଧ୍ୟରୁ ଅନ୍ୟତମ ।
8/9
Share
Ancient Temples In Bhubaneswar
ମନ୍ଦିରମାଳିନୀ ଭୁବନେଶ୍ୱରର ପ୍ରାଚୀନ ମନ୍ଦିର
9/9
Share
ସହରର ଅଧିକାଂଶ ମନ୍ଦିରଗୁଡିକ ଶିବଙ୍କ ସହିତ ଜଡିତ ଥିବାବେଳେ ଏହା ବୈଷ୍ଣବ ସହିତ ଜଡିତ ।


Click it and Unblock the Notifications