୨୪ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଉଦ୍ଧାର
ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଉଦ୍ଧାର । ମାଟାପାକା ପଞ୍ଚାୟତ କତାମାଟେରୁ ନିକଟସ୍ଥ ସାବେରୀ ନଦୀରୁ ଉଦ୍ଧାର । ଉଦ୍ଧାର କଲା ଛତିଶଗଡ଼ ପୋଲିସ ଓ ମୁତୟନ ହୋଇଥିବା CRPF ।
୨୪ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଉଦ୍ଧାର ହୋଇଛନ୍ତି । ମାଟାପାକା ପଞ୍ଚାୟତ କତାମାଟେରୁ ନିକଟସ୍ଥ ସାବେରୀ ନଦୀରୁ ଉଦ୍ଧାର କରାଯାଇଛି । ମଝି ନଈରୁ ଉଦ୍ଧାର କରିଛନ୍ତି ଛତିଶଗଡ ପୋଲିସ ଓ ମୁତୟନ ହୋଇଥିବା ସିଆରପିଏଫ । କତାମାଟେରୁ ପାଖରୁ ଡଙ୍ଗାରେ ସୁକମା ଯିବା ବେଳେ ସ୍ରୋତରେ ଫସିଥିଲେ ।













Click it and Unblock the Notifications