ନଦୀକୁ ଡେଇଁ ବ୍ୟକ୍ତି ନିଖୋଜ, ଖୋଜାଖୋଜି ଜାରି

ସମ୍ବଲପୁର: ମହାନଦୀକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ । ଆତ୍ମହତ୍ୟା କରିଥିବା ଅଭିଯୋଗ । ସମ୍ବଲପୁର ଚାଉଁରପୁର ବ୍ରିଜ୍ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡିଛନ୍ତି ବ୍ୟକ୍ତିଜଣଙ୍କ । ଖବର ପାଇ ଖଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଛନ୍ତି । ନିଖୋଜ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ପୋଲ ଉପରେ ଥିବା ସ୍କୁଟି ଠାବ କରାଯାଇଛି ।

mahanadi
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+