ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ପୋଷ୍ଟ କରି ଯୁବକ ଗିରଫ
AI ର ଅପବ୍ୟବହାର କରି ବନ୍ଧା ହେଲେ । ମୁଖ୍ୟମନ୍ତ୍ରୀଙ୍କ AI ଭିଡିଓ କରି ବନ୍ଧା ହେଲେ ଯୁବକ । ରାୟଗଡ଼ାର ଯୁବକ କିଶୋର କୌଶଲ୍ୟ ଗିରଫ । ଗିରଫ କଲା କ୍ରାଇମବ୍ରାଞ୍ଚର ସାଇବର ସେଲ୍ ।

AI ସାହାଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ କରିଥିଲେ । ସୋସିଆଲ ମିଡିଆରେ ସେୟାର କରିଥିଲେ AI ଭିଡିଓ । ଅଭିଯୋଗ ଆସିବା ପରେ ଯାଞ୍ଚ କରିଥିଲା ସାଇବର ଟିମ୍ । ଧରା ପଡ଼ିବା ପରେ ନିଜ ଭୁଲ ମାନିଲା ଅଭିଯୁକ୍ତ ।












Click it and Unblock the Notifications