Get Updates
Get notified of breaking news, exclusive insights, and must-see stories!

ହୋଲି ଖେଳିସାରି ଗାଧୋଉଥିଲେ , କେନାଲରେ ଭାସିଗଲେ ଯୁବକ

ସମ୍ବଲପୁର: ସମ୍ବଲପୁରରେ ହୋଲି ପରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ଯୁବକ । ଅଗ୍ନିଶମବାହିନୀର କର୍ମଚାରୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନାନୁସାରେ ମୃତକ ଜଣକ ହେଲେ ପୃଥ୍ୱୀରାଜ ବେହେରା । ଯୁବକ ଜଣକ ହୋଲି ଖେଳି ସାରି ଗାଧେଇବା ପାଇଁ ଚାଉଁରପୁର ମୁଣ୍ଡଘାଟ ନିକଟରେ ଥିବା କେନାଲକୁ ଯାଇଥିଲେ । ଆଉ ଗାଧୋଉଥିବା ବେଳେ କେନାଲର ସୁଅରେ ଭାସିଯାଇଥିଲେ ।

dead in water

ଅନ୍ୟପଟେ କୋରାପୁଟରେ ଘଟିଛି ଏକ ଅଭାବନୀୟ ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । ଦୁର୍ଘଟଣାଟି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଂଚାୟତର ଗଦଳା ଗାଁ ନିକଟରେ ଘଟିଛି । ଗିର୍ଲି ଗୁମା ମୁଖ୍ୟ ରାସ୍ତା ବୁଲାଣି ପାଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଆହତଙ୍କୁ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+