କେନ୍ଦ୍ରରୁ ଫେରିଲେ ଆଇପିଏସ୍ ୱାଇ.ବି ଖୁରାନିଆ, ହୋଇପାରନ୍ତି ପରବର୍ତ୍ତୀ ଡିଜି!

ଭୁବନେଶ୍ୱର: ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ଆଇପିଏସ ୱାଇବି ଖୁରାନିଆ । କାରଣ କେନ୍ଦ୍ର ଡେପୁଟେସନରୁ ଫେରୁଛନ୍ତି ଆଇପି ପିଏସ ଖୁରାନିଆ । ଖୁରାନିଆଙ୍କୁ କ୍ୟାଡର ରାଜ୍ୟକୁ ଫେରିବାକୁ କେନ୍ଦ୍ର ସରକାରଙ୍କ ଅନୁମତି ମଧ୍ୟ ମିଳିସାରିଛି ।

YB Khurania

ସୂଚନାଯୋଗ୍ୟ, ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ହେଉଛନ୍ତି ଓଚଝ ୱାଇ.ବି ଖୁରାନିଆ । ସେ ପୂର୍ବରୁ ବିଏସଏଫର ସ୍ପେଶାଲ ଡିଜି ଥିଲେ । ପୂର୍ବରୁ ଭିଜିଲାନ୍ସ ନିର୍ଦ୍ଦେଶକ, ପୋଲିସ କମିସନର ମଧ୍ୟ ରହିଥିଲେ । କେନ୍ଦ୍ରୀୟ ଡେପୁଟେସନରୁ ସେ ଶୁକ୍ରବାର ଓଡ଼ିଶା ଫେରିଛନ୍ତି । ବର୍ତମାନ ବିଏସଏଫ ସ୍ପେଶାଲ ଡିଜି (ଅପରେସନ) ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+