Rath Yatra 2022 Live Update: ଆଜିଠୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ମହାପ୍ରଭୁ, ମିଳିବ ଦୁର୍ଲ୍ଲଭ ଆଡ଼ପ ଅବଢ଼ା
ପୁରୀ ରଥଯାତ୍ରାର ଲାଇଭ ଅପଡେଟକୁ ଆପଣଙ୍କୁ ସ୍ୱାଗତ୍। ଏଠାରେ ପଢନ୍ତୁ ଘୋଷ ଯାତ୍ରାଠୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପ୍ରତି ମୁହୁର୍ତ୍ତର ଟିକିନିକି ଅପଡେଟ୍ । ଆମେ ଦେଖାଇବୁ ରଥଯାତ୍ରାର ଲାଟେଷ୍ଟେ ଭିଡ଼ିଓ, ଫଟୋ । ରଥଯାତ୍ରାର ଟିକିନିକି ଖବର ଜାଣିବା ପାଇଁ ଯୋଡି ହୋଇ ରୁହ
ନମସ୍କାର, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଲାଇଭ ଅପଡେଟକୁ ଆପଣଙ୍କୁ ସ୍ୱାଗତ୍। ଏଠାରେ ପଢନ୍ତୁ ଘୋଷ ଯାତ୍ରାଠୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପ୍ରତି ମୁହୁର୍ତ୍ତର ଟିକିନିକି ଅପଡେଟ୍ । ଆମେ ଦେଖାଇବୁ ରଥଯାତ୍ରାର ଲାଟେଷ୍ଟେ ଭିଡ଼ିଓ, ଫଟୋ । ରଥଯାତ୍ରାର ଟିକିନିକି ଖବର ଜାଣିବା ପାଇଁ ଯୋଡି ହୋଇ ରୁହନ୍ତୁ "ୱାନଇଣ୍ଡିଆ ଓଡିଆ" ସହ...

ଜୟ ଜଗନ୍ନାଥ 🙏🏻🙏🏻🙏🏻#JaiJagannatha pic.twitter.com/XjzSmoOpl5
— Shree Jagannatha Temple Office, Puri (@SJTA_Puri) July 3, 2022
ସେବାୟତଙ୍କ ଗହଣରେ ଦେବୀ ମା ସୁଭଦ୍ରା, ପବିତ୍ର ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି। #RathaYatra2022 #RathaYatra pic.twitter.com/DqHux7tK64
— Oneindia Odia (@OneindiaOdia) July 2, 2022
ତାଳଧ୍ବଜ ରଥରୁ ଶ୍ରୀ ଗୁଣ୍ଡିଚାକୁ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ଗୋଟି ପହଣ୍ଡିର ଅପୂର୍ବ ଶୋଭା। #JaiJagannatha#RathaJatra2022 pic.twitter.com/Egd9x9rFir
— Oneindia Odia (@OneindiaOdia) July 2, 2022
ଗୋଟି ପହଣ୍ଡିରେ ପ୍ରଭୁ ଶ୍ରୀ ସୁଦର୍ଶନ, ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରୁଛନ୍ତି । #JaiJagannatha#RathaJatra2022 pic.twitter.com/Rlis8finAV
— Oneindia Odia (@OneindiaOdia) July 2, 2022
କିଛି ସମୟ ପରେ ଆରମ୍ଭ ହେବ ଆଡପ ମଣ୍ଡପ ବିଜେ। ଏହି ଅବସରରେ ଯୁବ ଚିତ୍ରଶିଳ୍ପୀ ସୂର୍ଯ୍ୟକାନ୍ତଙ୍କ ସୁନ୍ଦର ଡିଜିଟାଲ ଆର୍ଟ।@ArtistSuriya #ରଥଯାତ୍ରା୨୦୨୨
— Oneindia Odia (@OneindiaOdia) July 2, 2022
#digitalart #JayJagannath pic.twitter.com/o75BIDtYWL





















Click it and Unblock the Notifications