ଭୁବନେଶ୍ବରରେ ବିମାନ ବନ୍ଦରରେ ବିଶ୍ବ ବିଜେତା ୪ ଓଡ଼ିଆ କ୍ରିକେଟରଙ୍କୁ ଭବ୍ୟ ସ୍ଵାଗତ

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ବିଶ୍ୱ ବିଜେତା ଦୃଷ୍ଟିବାଧିକ ଓଡ଼ିଆ କ୍ରି୍ରକେଟର । ଟି-୨୦ ଦୃଷ୍ଟିବାଧିତ ବିଶ୍ୱକପ ଦଳରରେ ରହିଥିଲେ ୪ଜଣ ଓଡ଼ିଆ ଖେଳାଳି । ଫୁଲ ସୋରେନ୍‌, ବାସନ୍ତୀ ହାଁସଦାଳ ଯମୁନାରାଣୀ ଟୁଡୁ, ପାର୍ବତୀ ମାରାଣ୍ଡି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସେମି ଫାଇନାଲ ଓ ଫାଇନାଲରେ ଭରତକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏହି ୪ଜଣ ଖେଳାଳି ।

World Cup-winning Odia cricketers

ଗତ ୨୩ ନଭେମ୍ବରରେ ଇତିହାସ ରଚିଥିଲେ ଦୃଷ୍ଟିବାଧିତ ମହିଳା ଟି-୨୦ ଦଳ । କଲମ୍ବୋରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ୭ୱିକେଟରେ ନେପାଳକୁ ପରାସ୍ତ କରି ବିଜୟୀ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+